
“ଜୀବନ ରେ କଣ ହେବାକୁ ଚାହଁ?” ସବୁଠାରୁ ସାଧାରଣ ପ୍ରଶ୍ନ ଟିଏ।
ସମସ୍ତେ ଏହି ପ୍ରଶ୍ନ ପଚାରିଥାନ୍ତି। ପ୍ରଶ୍ନଟିକୁ ଟିକେ ବଦଳାଇ ଦେଖନ୍ତୁ। “ଜୀବନ ଆମଠାରୁ କଣ ଚାହେଁ?” ସବୁଠାରୁ ଅସାଧରଣ ପ୍ରଶ୍ନ ଟିଏ।ଏବଂ କେହି ଏକଥା ପଚାରନ୍ତି ନାହିଁ ଆମକୁ। ଏହି ପ୍ରଶ୍ନ ଉଠେ ଆମ ନିଜସ୍ୱ ହୃଦୟରୁ..ହୃଦୟ ପ୍ରଶ୍ନ କରିଥାଏ ଆମ ଆତ୍ମାକୁ..ଯେବେ ସମସ୍ତ ଶକ୍ତିର ସମାପ୍ତି ଘଟେ..
ଏହି ପରି ସନ୍ଦେହ ଭରା ପ୍ରଶ୍ନ ଉପୁଜେ ହୃଦୟରେ। ଜୀବନ ସରିଯାଏ ହେଲେ ଜୀବନକୁ ବୁଝି ହୁଏ ନାହିଁ। ଜୀବନ ଦର୍ଶନ ହେଉଛି ଏକ ପ୍ରୟାସ ଜୀବନ ଏବଂ ଏହା ସହ ଜଡିତ ସମସ୍ତ ସତ୍ତାକୁ ବୁଝିବାର। ଜୀବନ ର ଲକ୍ଷ୍ୟ ସହ ଆତ୍ମା ଓ ହୃଦୟ ଲକ୍ଷ୍ୟକୁ ଏକ କରିବାର।
🌹ଶୁଭ ସକାଳ🌹
🌼🌸🙏ଜୟ ଶ୍ରୀକ୍ରିଷ୍ଣା 🙏🌸🌼
◦•●◉✿☆༒ ଜୟ ଶ୍ରୀକ୍ରିଷ୍ଣା ༒ ☆✿◉●•◦