quotes about happiness and smiling

🌹ଆଜିର ସୁବିଚାର 🌹ଅସୀମ ଶକ୍ତି ଓ ଜ୍ଞାନର ପ୍ରତୀକ

Forgive thoughts
Reading Time: < 1 minute

➡️ କ୍ଷମା କରିବା ଏକ ଚାରିତ୍ରିକ ଦୁର୍ବଳତା ନୂହେଁ , ବରଂ ଏହା ଏକ ଅସୀମ ଶକ୍ତି ଓ ଜ୍ଞାନର ପ୍ରତୀକ ଏଟେ I

➡️ ଅନ୍ୟର ଭୂଲକୁ ସହିବା ଅପେକ୍ଷା ତାକୁ କ୍ଷମା କରିବା ଅଧିକ ମହତ୍ୱପୂର୍ଣ I

➡️ ମଣିଷ କ୍ଷମା/ଦୟା ପ୍ରାୟତଃ ଅନ୍ୟଠାରୁ ଆଶା କରେ କିନ୍ତୁ ଅନ୍ୟକୁ ଦେବାପାଇଁ କୁଣ୍ଠାବୋଧ କରେ I

➡️ ଯେ ସ୍ରଷ୍ଟାଙ୍କ ସୌନ୍ଦର୍ଯ୍ୟକୁ ଦେଖିପାରେ, ସେ ସୃଷ୍ଟିର ସୌନ୍ଦର୍ଯ୍ୟକୁ ସହଜରେ ଚିହ୍ନିପାରେ ଓ ସହଜରେ କ୍ଷମାଶୀଳ ହୋଇପାରେ I

➡️ କ୍ଷମାଶୀଳ ବ୍ୟକ୍ତି ଅତ୍ୟନ୍ତ ବନ୍ଦନୀୟ ଏବଂ ମହାନ ହୋଇଥାନ୍ତି I

🌹ଶୁଭ ସକାଳ🌹
🌹☘️🌸🙏ଜୟ ଶ୍ରୀକୃଷ୍ଣ🙏🌸☘️🌹

 

💝ଆଜିର ଅନୁଚିନ୍ତା💝ସଫଳତା…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x