ପ୍ରତି ମାସ ସଂକ୍ରାନ୍ତି ରେ ସୂର୍ଯ୍ୟ ରlଶି ପରିବର୍ତ୍ତନ କରନ୍ତି ଆଉ ପ୍ରତି ଘରେ ଚଉଁରା ପାଖରେ ହୋମ ହୁଏ। ବିଧି ଅନୁସାରେ ଆମ୍ବକାଠ, ଗାଈଘିଅ ଓ ହବନ ସାମଗ୍ରୀ ସହିତ ଆହୁତି ଦିଆ ଯାଏ। ଏହାର ଉଦ୍ଦେଶ୍ୟ ଏହା ଥିଲା ଏହି ହୋମ ନିଆଁ ରୁ ଯେଉଁ fumigation ହୁଏ ତାହା ଘର ଚlରିଆଡେ ଖେଳେଇ ହୋଇ ଯାଏ। ଏହା ତ ଇଶ୍ଵରଙ୍କ ଉଦ୍ଦେଶ୍ୟ ରେ କିନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କlରଣ ବି ରହିଛି ଯାହା fumigation ଦ୍ଵାରା ସୃଷ୍ଟି ହେଉଥିବା ଧୂଁଆ ଓ ବାଷ୍ପ ରେ ଘର ଚାରିପଟେ ଘୂରି ବୁଲୁଥିବା ଜୀବାଣୁ , ଭୂତାଣୁ ଏବଂ ନକରାତ୍ମକ ଶକ୍ତି କୁ ଗୃହ ପ୍ରବେଶ କରିବାକୁ ଦିଏ ନାହିଁ।
ଆଜି ଆମେ ସେ ଝୁଣା , ଲୋବlନ , ଗୁଗ୍ଗୁଲୁ , ନିମ୍ବ କlଠ , ଆମ୍ବ କlଠ , ଶମି କlଠ , ପଲlସ କlଠ, ଖଇର କlଠ , ଚନ୍ଦନ ଏମିତି ଅନେକ ସଂଗ୍ରହ କରିବା କୁ ଏବଂ ବ୍ୟବହାର କରିବାକୁ ଅନ୍ଧ ବିଶ୍ଵାସ କହି ହସ ରେ ଉଡ଼େଇ ଦେଇଛୁ ।
ଚୈତ୍ର ମାସ ମଙ୍ଗଳ ବlର ରେ ଘର ଦlଣ୍ଡ ରେ ମା , ବଡ ମା ମlନଙ୍କ ସହିତ ବୋହୂ ମାନେ ମିଶି ପୂଜା କରନ୍ତି ସେଠlରେ ମଧ୍ୟ ଝୁଣା ଧୂଁଆ ବିଶେଷ ବ୍ୟବହୃତ ହୁଏ। କଥା ଅଛି ମା ମଙ୍ଗଳା ଝୁଣା ପ୍ରିୟ। ଓଡ଼ିଆ ରେ ଝୁଣା, ହିନ୍ଦି ରେ ଲୋବlନ ଏବଂ ଇଂଗ୍ରାଜି ରେ Benjoin ବୋଲି ଲୋକ ମାନେ ଜାଣନ୍ତି।ଏହା ବିଭିନ୍ନ ଗଛ ର ନିର୍ଯାସ ରୁ ପ୍ରସ୍ତୁତ କରଯlଏ।
ପ୍ରତି ଗୁରୁବାର ଦିନ ଘରେ ଝୁଣା ଚାରିପଟେ ବୁଲା ଯାଏ। ପ୍ରବାଦ ଅଛି ଯେଉଁ ଘରେ ପ୍ରତି ଗୁରୁବାର ଝୁଣା ବ୍ୟବହାର ହୁଏ ସେ ଘରେ ମା ଲକ୍ଷ୍ମୀ ସ୍ଵୟଂ ନିବାସ କରନ୍ତି। ଟିକେ ଭାବିଲେ ଜାଣି ପlରିବା ଏହା ଦ୍ଵାରା ବାହ୍ୟ ଭୂତାଣୁ ଗୃହ ରେ ପ୍ରବେଶ କରିନଥାନ୍ତି ତେଣୁକରି ପ୍ରତ୍ୟେକ ସଦସ୍ୟ ସୁସ୍ଥ ଓ ନିରୋଗ ଜୀବନ ଯାପନ କରନ୍ତି। ସମସ୍ତେ ନିଜ ନିଜ କାମ ସୁଚାରୁ ରୂପେ କରିପାରନ୍ତି ତେଣୁ ଘରେ ହସ ଖୁସୀ ର ମାହୋଲ ରହିଥାଏ।
ବିଜ୍ଞାନ କହେ ଯେ ଯେଉଁ ଘରେ ମାନସିକ ଅବସାଦ ଦେଖା ଯାଏ ସେଠାରେ ଦିନକୁ ତିନି ଥର ରୁ ଅଧିକ ଝୁଣା ଧୂଁଆ ଦିଆଗଲେ depression ଦୂରେଇ ଯାଏ।
କେବେ କେହି ଏ ବିଷୟ ରେ rethought ଦେଇଛି କି ଯଦି ଦେଇନି ଏବେ ସମୟ ଆସିଛି ଏହlର ପୁନରlବୃତି କରା ଯlଉ ସୁଫଳ ମିଳିବ। 🙏🙏