![🌹" ଜୀବନ ଦର୍ଶନ "🌹 1 Life Quotes](https://utkalodisha.com/wp-content/uploads/Life-Quotes-1-750x490.jpg)
🌻☘️🌸🌸🌼🙏🏻🌼🌸🌸☘️🌻
ସୁଖ ବ୍ୟକ୍ତି ର ଅହଂକାର ର ପରୀକ୍ଷା ନେଇଥାଏ ଆଉ ଦୁଃଖ ଧୈର୍ଯ୍ୟର ପରୀକ୍ଷା ନେଇଥାଏ।
ସୁଖ ହେଉ ବା ଦୁଃଖ ହେଉ ଉଭୟ ପରିସ୍ଥିତି ରେ ଯିଏ ସମଭାବାପନ୍ନ ହୋଇ ଏହି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥାଏ, ସେ ହିଁ ପ୍ରକୃତରେ ସଫଳ ଜୀବନ ବଞିଥାଏ।
ସୁଖ ଓ ଦୁଃଖ ଆମ ମନର ଦୁଇଟି ଭିନ୍ନ ଭିନ୍ନ ଭାବନା ମାତ୍ର।।
🌹ଶୁଭ ସକାଳ🌹
🌼🌸🙏ଜୟ ଶ୍ରୀକୃଷ୍ଣ🙏🌸🌼