
🌻🌺🌸🌼🌸🌺🌻
✍️ ଛୋଟ ବାଦଲ ଯେପରି ଜୋସ୍ନା ଆଲୋକ କୁ ଢାଙ୍କି ଦିଏ, ଠିକ୍ ସେହିପରି ନିଜର ଛୋଟ ବଦ ଅଭ୍ୟାସ ମନର ଭକ୍ତି ଭାବରେ ବିଘ୍ନ ସୃଷ୍ଟି କରିଥାଏ ।।
➡️ ଏ ସଂସାରରେ କିଛି ଲୋକ ଅଛନ୍ତି ଆଗ ସେହି ମାନଙ୍କୁ ହତାଦର କରନ୍ତି ଯାହାଙ୍କ ପାଇଁ ଆଜି ସେମାନେ ଏ ଦୁନିଆ ଦେଖୁଛନ୍ତି । ତେଣୁକରି ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ କେବେ ଥରେ ନିଜର ହାତକୁ ଲକ୍ଷ୍ଯ କରିଛନ୍ତି କି ? ଯଦି ନା ତାହାଲେ ଏବେଠାରୁ ଅଭ୍ୟାସ କରନ୍ତୁ, ଦେଖିବେ ଜୀବନରେ ଆପଣ ବି ଉନ୍ନତି କରିବେ, ଏଥିରେ ଜମାରୁ ସନ୍ଦେହ ନାହିଁ ।।
➡️ ବିବେକ ହେଉଛି ଏପରି ଏକ ରାସ୍ତା ତାକୁ ଠିକ୍ ଭାବେ ନ ଚିହ୍ନି ହେୟଜ୍ଞାନ କରି ଗଲେ ବାଟବଣା ହେବାକୁ ପଡେ,ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡିଥାଏ ଆଉ ତାକୁ ଠିକ୍ ଭାବେ ଚିହ୍ନି,ତା ନିୟମ ମାନି ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆନନ୍ଦ ଉପଭୋଗ କରିହୋଇଥାଏ॥
➡️ ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି, ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର . ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି.. କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି, ତେଣୁ ନିଜ ହିସାବରେ ନିଜେ ରୁହ ll
➡️ ତେଣୁକରି ତ କଥାରେ ଅଛି ସୁଖ ଆଉ ଦୁଃଖ ଆମ ଜୀବନରେ ଅତିଥି ଭଳି ଜଣେ ପରେ ଜଣେ ନିଶ୍ଚୟ ଆସିବେ ଆଉ ଚାଲିଯିବେ ମଧ୍ୟ, ଯଦି ସେ ଦୁହେଁ ଆମ ଜୀବନରେ ଆସିବେ ନାହିଁ ତାହାଲେ ତ ଆମେ ଆମ ଜୀବନରେ କିଛି ଅନୁଭବ ହିଁ କରି ପାରିବା ନାହିଁ ।।
ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!
☘️🌸🙏ଜୟ ଜଗନ୍ନାଥ 🙏🌸☘️