Thought of the Day - Utkal Odisha

Thought of the Day

unnamed
Reading Time: < 1 minute

ଜୀବନଟା ବହୁତ ସୁନ୍ଦର, ଏହାକୁ ଅଧିକ ସୁନ୍ଦର କରିବାକୁ ଚେଷ୍ଟା କରନ୍ତୁ । ବ୍ୟବହାର ଏପରି କରନ୍ତୁ ଯେପରି କାହାକୁ କଷ୍ଟ ନ ହୁଏ । ହୃଦୟ ଏମିତି ରଖନ୍ତୁ ଯେପରି ଅନ୍ୟକୁ ଦୁଃଖ ନ ଲାଗେ, ସମ୍ପର୍କ ଏପରି ରଖନ୍ତୁ ଯେପରି ତାହାର କେବେ ଅନ୍ତ ନ ହୁଏ, ବିଶ୍ବାସ ଏମିତି ରଖନ୍ତୁ ଯେପରି ତାହା କେବେ ଭାଙ୍ଗି ନ ଯାଏ । ଯେଉଁ ମଣିଷ ପାଖରେ ପ୍ରୟାସ, ଧର୍ଯ୍ୟ ଓ ସାହସ ଥାଏ, ତାକୁ ସମସ୍ୟା କେବ ପରାସ୍ତ କରିପାରେ ନାହିଁ ।।
ଦୁଃଖ ଆସିଲେ ଆଖି ରୁ ଲୁହ ବୋହିଯାଏ କାହିଁକି ନା ମଣିଷ କୁ ଦୁଃଖ ଶିକ୍ଷା ଦେଇଥାଏ ଜୀବନ ବଞ୍ଚିବାର ଗୋଟିଏ ଜୀଇଁବାର ଶିକ୍ଷା ଶିଖାଇ ଥାଏ ଦୁଃଖରେ ଭାଙ୍ଗି ପଡନ୍ତୁ ନାହିଁ ବନ୍ଧୁ ll

ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ,
କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ,
କାରଣ ସମସ୍ତଙ୍କଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ ll

🙏🙏🏻🙏 ଜୟ ଜଗନ୍ନାଥ 🙏🙏🏻🙏

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x