1. କୌଣସି ଥଣ୍ଡା ଖାଦ୍ୟ ବା ପାନୀୟ ବ୍ୟବହାର କରନ୍ତୁ ନାହିଁ
2. ଘରେ AC ବ୍ୟବହାର କରନ୍ତୁ ନାହଁ
3. AC ଲାଗିଥିବା ସ୍ଥାନ ରେ ଅଧିକ ସମୟ ରୁହନ୍ତୁ ନାହିଁ
4. AC bus ଆଊ ଟ୍ରେନ ରେ ଯାତ୍ରା avoid karantu
5. ସକାଳର ସୂର୍ଯ୍ୟ ଆଲୋକ ରେ ଏକ ଘଣ୍ଟା ରୁ ଅଧିକ ସମୟ କଟlନ୍ତୁ
6. ସର୍ବଦା ଓସୁମ ପାଣି ପିୟନ୍ତୁ
7. ପ୍ରତ୍ୟେକ ଦିନ ଖାଦ୍ୟରେ କଂଚା ରସୁଣ 3ରୁ 4 ତ ଖାନ୍ତୁ
8. ଦୈନିକ ଏକ ଘଣ୍ଟା ରୁ ଅଧିକ କଠିନ ବ୍ୟାୟାମ କରନ୍ତୁ.
9. morning walk କରୁଥିବା ବ୍ୟକ୍ତି କିପରି ଦେହରୁ ଝାଳ ବାହାରିବ, ନିଜ ସୁବିଧା ଅନୁସାରେ ବ୍ୟାୟାମ କରନ୍ତୁ.ନିଜେ ନିଜେ ସଚେତନ ହେଉ ଏହି MSG କୁ ଅନ୍ୟମାନଙ୍କୁ share କରି ସଚେତନ କରିବା ସହ କିପରି ଏହି Virus ରୁ ଜୀବନ ସୁରକ୍ଷା ହେଇପାରିବ ସେଥି ପ୍ରତି ଧ୍ୟାନ ଦେବା ଜରୁରୀ।
କରୋନା ରୁ ରକ୍ଷା ପାଇବାର ଉପାୟ…
Reading Time: < 1 minute