ଖେଳ ଖବର:୨୦୨୦, ଆପଣଙ୍କ ଅପେକ୍ଷାର ଅନ୍ତ ଘଟିଛି - Utkal Odisha

ଖେଳ ଖବର:୨୦୨୦, ଆପଣଙ୍କ ଅପେକ୍ଷାର ଅନ୍ତ ଘଟିଛି

sportstec
Reading Time: 3 minutes

ଟେଲିଭିଜନ ପରଦାରେ କୌଣସି ଖେଳର ସିଧା ପ୍ରସାରଣ ସମୟରେ କ୍ରୀଡ଼ାପ୍ରେମୀ ବ୍ୟକ୍ତିମାନଙ୍କ ମନରେ ଅଫୁରନ୍ତ ଆନନ୍ଦ ଏବଂ ଆଗ୍ରହ ସୃଷ୍ଟି ହୋଇଥାଏ l କ୍ରୀଡ଼ାକୁ ଉପଭୋଗ କରିବା ସହିତ ଏହାର ସମୟସୂଚୀକୁ ଜାଣିବା ମଧ୍ୟ ଜରୁରୀ ଅଟେ, ଯାହା ଫଳରେ ଆମେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥା ନିର୍ଣ୍ଣାୟକ ମ୍ୟାଚକୁ ସମୟ ଦେଇ ଉପଭୋଗ କରିପାରିବା l ବେଳେ ବେଳେ ଏମିତି ହୋଇଥାଏ ଯେ ଆମର କର୍ମ ବ୍ୟସ୍ତ ଜୀବନରେ ଆମେ ଠିକ ସମୟଟିକୁ ମନରୁ ଭୁଲିଯାଇଥାଉ l ଆପଣଙ୍କର ଏମିତି କେବେ ହୋଇଛି କି ? ତେବେ ଏ ସବୁର ସମାଧାନ ଆମର ଏ ଛୋଟ ପ୍ରୟାସ ସମାଧାନ କରିପାରିବ l ଖେଳ ପ୍ରିୟ ବ୍ୟକ୍ତି ଏବଂ କ୍ରୀଡ଼ାବିତମାନଙ୍କ ନିମନ୍ତେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ସମୟ ନିର୍ଘଣ୍ଟ ଜାଣିବା ନିହାତି ଜରୁରୀ l ଆପଣଙ୍କର ଆବଶ୍ୟକତାକୁ ଆଖିରେ ରଖି ଆଜି ଏହି ଅନ୍ତର୍ଜାତୀୟ କ୍ରୀଡ଼ାସୂଚୀର ସବିଶେଷ ବିବରଣୀ ଉପସ୍ଥାପନ କରାଯାଉଛି l

sport logo vector 6824925

ବିଶ୍ୱସ୍ତରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ପ୍ରତିଯୋଗିତାଗୁଡ଼ିକ ହେଉଛି ୟୁରୋ ୨୦୨୦ ଫୁଟବଲ ମ୍ୟାଚ, ଜୁନ ୧୨ – ଜୁଲାଇ ୧୨ ପର୍ଯ୍ୟନ୍ତ ୧୨ ଗୋଟି ସହରରେ ଅନୁଷ୍ଠିତ ହେବ l ଟୋକିଓ ଅଲିମ୍ପିକ୍ସ– ଜୁଲାଇ ୨୪ ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଟୋକିଓ ପାରାଅଲିମ୍ପିକ୍ସ – ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଅଷ୍ଟ୍ରେଲିଆର ପୁରୁଷ T20 ବିଶ୍ୱକପ୍ ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l

ବ୍ୟାଡ଼ମିଣ୍ଟନ

Image result for badminton India

ଇଣ୍ଡିଆ ଓପନ୍‌ (ସୁପର ୫୦୦) – ମାର୍ଚ୍ଚ ୨୪ – ୨୯

ମାଲେସିଆ ଓପନ୍‌ (ସୁପର ୭୫୦) – ମାର୍ଚ୍ଚ ୩୧ – ଏପ୍ରିଲ ୫

ସିଙ୍ଗାପୁର ଓପନ୍‌ (ସୁପର ୫୦୦) – ଏପ୍ରିଲ ୭ – ୧୨

ଥୋମାସ ଆଣ୍ଡ ଉବର କପ ଫାଇନାଲସ– ମେ ୧୬ – ମେ ୨୪

ଥାଇଲାଣ୍ଡ ଓପନ୍‌ (ସୁପର ୫୦୦) – ଜୁନ ୯ – ୧୪

ଇଣ୍ଡୋନେସିଆ ଓପନ୍‌ (ସୁପର ୧୦୦୦) – ଜୁନ ୧୬ – ୨୧

ଟୋକିଓ ଅଲିମ୍ପିକ ଗେମ୍ସ ବ୍ୟାଡ଼ମିଣ୍ଟନ– ଜୁଲାଇ ୨୫ ରୁ ଅଗଷ୍ଟ ୩

କୋରିଆ ଓପନ୍‌ (ସୁପର ୫୦୦) – ସେପ୍ଟେମ୍ବର ୮ ରୁ ୧୩

ଚାଇନା ଓପନ୍‌ (ସୁପର ୧୦୦୦) – ସେପ୍ଟେମ୍ବର ୧୫ – ୨୦

ଜାପାନ ଓପନ୍‌ (ସୁପର ୭୫୦) – ସେପ୍ଟେମ୍ବର ୨୨ – ୨୭

ୱାର୍ଲଡ ଜୁନିଅର ଚାମ୍ପିୟାନସିପ – ଅକ୍ଟୋବର ୫ – ୧୧

ଡେନମାର୍କ ଓପନ୍‌ – ଅକ୍ଟୋବର ୧୩ – ୧୮

ଫ୍ରେଞ୍ଚ ଓପନ୍‌ – ଅକ୍ଟୋବର ୨୦ – ୨୫

ଫୁଜୋଉ ଚାଇନା ଓପନ୍‌ – ନଭେମ୍ବର ୩ – ୧୧

ହଂକଂ ଓପନ୍‌– ନଭେମ୍ବର ୧୦ – ୧୫

ୱାର୍ଲଡ ଟୁର ଫାଇନାଲସ – ଡିସେମ୍ବର ୯ – ୧୩

ଫୁଟବଲ

Image result for india football

ଚାମ୍ପିଅନ୍ସ ଲିଗ ଫାଇନାଲ – ମେ ୩୧
ଆଇ-ଲିଗ – ଫାଇନାଲ ମ୍ୟାଚ– ଏପ୍ରିଲ ୫
ଲା ଲିଗା ୨୦୧୯-୨୦ – ଫାଇନାଲ ମ୍ୟାଚ – ମେ ୨୪
ସେରିଏ ଏ ୨୦୧୯ – ୨୦ – ଫାଇନାଲ ମ୍ୟାଚ – ମେ ୨୪
ପ୍ରିମିୟର ଲିଗ ୨୦୧୯-୨୦ – ଫାଇନାଲ ମ୍ୟାଚ – ମେ ୧୭

ଟେନିସ (ମୁଖ୍ୟ ଟୁର୍ଣ୍ଣାମେଣ୍ଟଗୁଡ଼ିକ)

Image result for india tennis

ରୋଲାଣ୍ଡ ଗାରସ, ଫ୍ରେଞ୍ଚ ଓପନ୍‌ – ମେ ୨୪ ରୁ ଜୁନ ୭
ଉଇମ୍ବିଲଡନ୍‌, ଦି ଚାମ୍ପିଅନସିପ୍ – ଜୁନ ୨୯ ରୁ ଜୁଲାଇ ୧୨
ୟୁଏସ ଓପନ୍‌ – ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧୩
ଲାଭର କପ୍ – ସେପ୍ଟେମ୍ବର ୨୫-୨୭
ଡେଭିସ କପ୍ ଫାଇନାଲସ – ନଭେମ୍ବର ୨୩-୨୯

ଫର୍ମୁଲା ୱାନ୍‌

Image result for india formula 1

ବାହାରିନ୍‌ ଗ୍ରାଣ୍ଡ ପ୍ରିକ୍ସ – ମାର୍ଚ୍ଚ ୨୨
ଭିଏତନାମିଜ ଗ୍ରାଣ୍ଡ ପ୍ରିକ୍ସ (ଡେବ୍ୟୁ) – ଏପ୍ରିଲ ୫
ଚାଇନୀଯ ଗ୍ରାଣ୍ଡ ପ୍ରିକ୍ସ – ଏପ୍ରିଲ ୧୯
ଡଚ୍ ଗ୍ରାଣ୍ଡ ପ୍ରିକ୍ସ – ମେ ୩
ସ୍ପାନିଶ ଗ୍ରାଣ୍ଡ ପ୍ରିକ୍ସ – ମେ ୧୦
ମୋନାକୋ ଗ୍ରାଣ୍ଡ ପ୍ରିକ୍ସ – ମେ ୨୪
ଆଜରବୈଜାନ୍‌ ଗ୍ରାଣ୍ଡ ପ୍ରିକ୍ସ – ଜୁନ ୭
କାନାଡିଆନ୍‌ ଗ୍ରାଣ୍ଡ ପ୍ରିକ୍ସ – ଜୁନ ୧୪
ଫ୍ରେଞ୍ଚ ଗ୍ରାଣ୍ଡ ପ୍ରିକ୍ସ – ଜୁନ ୨୮
ଅଷ୍ଟ୍ରିୟାନ୍‌ ଗ୍ରାଣ୍ଡ ପ୍ରିକ୍ସ – ଜୁଲାଇ ୫
ବ୍ରିଟିଶ ଗ୍ରାଣ୍ଡ ପ୍ରିକ୍ସ – ଜୁଲାଇ ୧୯
ହଙ୍ଗେରୀୟାନ୍‌ ଗ୍ରାଣ୍ଡ ପ୍ରିକ୍ସ – ଅଗଷ୍ଟ ୨
ବେଲଜିୟମ ଗ୍ରାଣ୍ଡ ପ୍ରିକ୍ସ – ଅଗଷ୍ଟ ୩୦
ଇଟାଲିଆନ୍‌ ଗ୍ରାଣ୍ଡ ପ୍ରିକ୍ସ – ସେପ୍ଟେମ୍ବର ୬
ସିଙ୍ଗାପୁର ଗ୍ରାଣ୍ଡ ପ୍ରିକ୍ସ – ସେପ୍ଟେମ୍ବର ୨୦
ରଷିଆନ୍‌ ଗ୍ରାଣ୍ଡ ପ୍ରିକ୍ସ – ସେପ୍ଟେମ୍ବର ୨୭
ଜାପାନୀଯ ଗ୍ରାଣ୍ଡ ପ୍ରିକ୍ସ – ଅକ୍ଟୋବର ୧୧
ୟୁଏସଏ ଗ୍ରାଣ୍ଡ ପ୍ରିକ୍ସ – ଅକ୍ଟୋବର ୨୫
ମେକ୍ସିକାନ୍‌ ଗ୍ରାଣ୍ଡ ପ୍ରିକ୍ସ – ନଭେମ୍ବର ୧
ବ୍ରାଜିଲିଆନ୍‌ ଗ୍ରାଣ୍ଡ ପ୍ରିକ୍ସ – ନଭେମ୍ବର ୧୫
ଆବୁ ଧାବି ଗ୍ରାଣ୍ଡ ପ୍ରିକ୍ସ – ନଭେମ୍ବର ୨୯

ଯାହାକୁ ବହୁତ ଦିନରୁ ଅପେକ୍ଷା କରିଥିଲେ ଆଜି ତାହାକୁ କ୍ରମାନ୍ୱୟରେ ଉପସ୍ଥାପନା କରିବାରେ ଆମ ତରଫରୁ ଗୋଟିଏ ଛୋଟିଆ ପ୍ରୟାସ l ଆପଣଙ୍କୁ ଏହା କ୍ରୀଡ଼ାସୂଚୀ ସମ୍ବନ୍ଧିତ ସଠିକ ସୂଚନା ପ୍ରଦାନକରିବ ବୋଲି ଆଶା କରୁଛୁ l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x