ରାଷ୍ଟ୍ରପତି….
ଉପରାଷ୍ଟ୍ରପତି….
ପ୍ରଧାନମନ୍ତ୍ରୀ….
ଗୃହମନ୍ତ୍ରୀ….
ଲୋକସଭା ସଭାପତି….
ଆଉ
୧୮ ମୁଖ୍ୟମନ୍ତ୍ରୀ…
୨୯ ରାଜ୍ୟପାଳ…
୧୮ ରାଜ୍ୟ ସରକାର…
୩୦୩ ଲୋକସଭା ସାଂସଦ…
୬୫ ରାଜ୍ୟସଭା ସାଂସଦ…
୧୪୬୦ରୁ ଅଧିକ ବିଧାୟକ…
୧୫ କୋଟି ସ୍ବୟଂସେବକ…
୨ ଲକ୍ଷ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର…
୫ ଲକ୍ଷ ଆଚାର୍ଯ୍ୟ…
୧ କୋଟି ବିଦ୍ଯାର୍ଥୀ…
୨ କୋଟି ଭାରତୀୟ ମଜଦୁର ସଂଘ ସଦସ୍ୟ…
୧ କୋଟି ABVP କାର୍ଯ୍ୟକର୍ତ୍ତା…
୧୫ କୋଟି ବିଜେପି ସଦସ୍ୟ…
୧୨୦୦ ପ୍ରକାଶନ ସଂସ୍ଥା…
୯ ହଜାର ପୂର୍ଣ୍ଣକାଳିନ ଏବଂ…
୭ ଲକ୍ଷ ପୂର୍ବ ସୈନିକ ପରିଷଦ…
୧ କୋଟି ବିଶ୍ବ ହିନ୍ଦୁ ପରିଷଦ ସେବକ (ସମଗ୍ର ପୃଥିବୀରେ)…
୩୦ ଲକ୍ଷ ବଜରଂଗ ଦଳ ସେବକ…
୧.୫ ଲକ୍ଷ ସେବାକାର୍ଯ୍ୟ…
ବନବାସୀ କଲ୍ଯାଣ ଆଶ୍ରମ,
ବନବନ୍ଧୁ ପରିଷଦ,
ସଂସ୍କାର ଭାରତୀ,
ବିଜ୍ଞାନ ଭାରତୀ,
ଲଘୁ ଉଦ୍ଯୋଗ ଭାରତୀ,
ସେବା ସହୟୋଗ,
ସେବା ଇଣ୍ଟରନେସେନାଲ୍,
ରାଷ୍ଟ୍ରିୟ ସେବିକା ସମିତି,
ଆରୋଗ୍ଯ ଭାରତୀ,
ଦୁର୍ଗା ବାହିନୀ,
ସାମାଜିକ ସମରସତା ମଞ୍ଚ,
ଆଁର୍ଗନାଜର,
ପାଞ୍ଚଜନ୍ୟ,
ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ନ୍ଯାସ,
ଦିନଦୟାଲ ଶୋଧ ସଂସ୍ଥାନ,
ଭାରତୀୟ ବିଚାର ସାଧନା,
ସଂସ୍କୃତ ଭାରତୀ,
ଭାରତ ବିକାଶ ପରିଷଦ,
ଜାମ୍ମୁ କାଶ୍ମୀର ଷ୍ଟଡି ସର୍କଲ,
ଦୃଷ୍ଟି ସଂସ୍ଥାନ,
ହିନ୍ଦୁ ହେଲ୍ପଲାଇନ,
ହିନ୍ଦୁ ସ୍ବୟଂସେବକ ସଂଘ,
ହିନ୍ଦୁ ମୁନାନି,
ଅଖିଳ ଭାରତୀୟ ସାହିତ୍ୟ ପରିଷଦ,
ଭାରତୀୟ କିଷାନ ସଂଘ,
ବିବେକାନନ୍ଦ କେନ୍ଦ୍ର,
ତରୁଣ ଭାରତ,
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ,
ହିନ୍ଦୁସ୍ଥାନ ସମାଚାର,
ବିଶ୍ବ ସଂବାଦ କେନ୍ଦ୍ର,
ଜନକଲ୍ଯାଣ ରକ୍ତପିଢୀ,
ଇତିହାସ ସଂକଳନ ସମିତି,
ସ୍ତ୍ରୀ ଶକ୍ତି ଜାଗରଣ,
ଏକଲ ବିଦ୍ଯାଳୟ,
ଧର୍ମ ଜାଗରଣ,
ଭାରତ ଭାରତୀ,
ସାବରକର ଅଧ୍ଯାସନ,
ଶିବାଜୀ ଅଧ୍ଯାସନ,
ପତିତପାବନ ସଘଂଟନା,
ହିନ୍ଦୁ ଏକତା
ଓ ଏମିତି ଅନେକ…
ବାସ୍ ଏତିକି ହେଉଛି ଆମ RSS…!!!
RSS… କଂଗ୍ରେସ କି କମ୍ଯୁନିଷ୍ଟ ପାର୍ଟି ନୁହେଁ ଯେ ଏତେ ଜଲ୍ଦି ଏହାର ମୂଳ ଦୋହଲି ଯିବ । ବହୁତ ବଡ ବଡ ଲୋକ RSS ମୁକ୍ତ ଭାରତର ସ୍ବପ୍ନ ଦେଖି ଦେଖି ଏ ଧରାପୃଷ୍ଠ ଛାଡି ଚାଲିଯାଇଛନ୍ତି । ତଥାପି ୯୨ ବର୍ଷର RSS ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଏ ଭାରତ ମାତାର ସେବା କରୁଥିବ ।
ପରମଃ ବୈଭବମ୍ ନେ ତୁମ୍ହେ ତତ୍ବ ରାଷ୍ଟ୍ରମଃ।
🚩 ଜୟ ମା ଭାରତୀ 🚩