
ଜାତୀୟ ସ୍ତରରେ ପୁଣି ଥରେ ବାଜି ମାରିଲା ଗଞାମ ଜିଲ୍ଲା ।
ଜାତୀୟ ସ୍ତରୀୟ ପଞ୍ଚାୟତ ପୁରସ୍କାର ରେ ଗଞାମ ଜିଲ୍ଲା ତିନୋଟି ବିଭାଗରେ ଉଲ୍ଲେଖନୀୟ ସଫଳତା।
Gram panchayata Developement plan ରେ ଗଞାମ ବ୍ଳକ୍ ର କାଇଁଚପୁର ଗ୍ରାମପଞ୍ଚାୟତ ସଫଳତା ପାଇଥିବା ବେଳେ Child Friendly Gram Panchayata ଭାବେ ବେଲଗୁଣ୍ଠା ବ୍ରକ୍ ର ବଡବୋରସିଙ୍ଗି ପଞ୍ଚାୟତ ଏବଂ Nanaji Deshmukh Rastriya Gourav Gram Sabha ପୁରସ୍କାର ପାଇଁ ସାନଖେମୁଣ୍ଡି ବ୍ଳକ୍ ର ପୋଡାମାରୀ ଗ୍ରାମ ପଞ୍ଚାୟତ ଯୋଗ୍ଯ ବିବେଚିତ ହୋଇଛନ୍ତି ।
2018 – 19 ବର୍ଷ ପଞ୍ଚାୟତ ପୁରସ୍କାର ରେ ଗଞାମ ଜିଲ୍ଲା ର ଉଲ୍ଲେଖନୀୟ ସଫଳତା ।
ଏହି ସଫଳତାରେ ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସନ୍ତୋଷ ବ୍ଯକ୍ତ କରିଛନ୍ତି ।
ଗଞାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।