
ଇତିହାସ କହେ
ମହାମାରୀ ଆସିଥିଲା 😢😢
ହଇଜା ଆଉ ବସନ୍ତ ରୂପ ରେ
ପଡି ଯାଇ ଥିଲା ତାଟି କବାଟ
ଆମ ଗାଁ ଗାଁ ରେ
ଆଜି ବି ପଡିଛି ତାଟି କବାଟ
ପଡିଛି ବି ହୁରି
କରୋନା ଆସିଛି
ମହାମାରୀ ରୂପ ରେ 😢😢
ଇତିହାସ ର ପୁନରlବ୍ରୁତି
ସାଉଁଟି ଆଣିଛି ଅତୀତ ର ଅଳନ୍ଧୁ
ଦୀର୍ଘ ଦିନ ପରେ
ଅସହାୟ ଓ ନିଷ୍ଠୁର ଭାବରେ
୧୨୨ ବର୍ଷ ତଳ ର ରେବତୀ
ପାଠ ପଢି ନ ଥିଲା ବୋଲି
ଜିଦ କରି ଥିଲା
ମୁଁ ପାଠ ପଢିବି
ଶିକ୍ଷିତl ହେବି
ମୋ ପରିବାର କୁ ଶିକ୍ଷିତ କରିବି
ମୋ ଦେଶ କୁ ସୁରକ୍ଷା ଦେବି 😘😘
ଆଉ ଆଜି ୨୦୨୦ ରେ
ଅନେକ ରେବତୀ ପାଠୁଆ
ପକେଇଛନ୍ତି ବି ତାଟି କବାଟ
କେଉଁଠି ରହିଲା ଅଭାବ
ଶିକ୍ଷା ର ନାଁ ସମୟ ର
ସବୁ କିଛି ଅବୁଝା
ବୁଝିବା ବି ଆମ ସାମର୍ଥ୍ୟ ବାହlରେ
🙏🙏
ତଥାପି ବି ସମସ୍ତଙ୍କ ଚେଷ୍ଟା ଜାରି ରହିଛି
ତାଟି କବାଟ କଣ ସମସ୍ୟା ର ସମାଧନ କରିବ ? ?
ସମୟ କହୁଛି କରନି ଡେରି
ଏବେ ଆତ୍ମ ନିରୀକ୍ଷଣ କରି
ନିଜକୁ ନିଅ ସୁଧlରି
🙏🙏
ସମାଜ ବି ସୁଧୁରିଯିବ🤔🤔
ନହେଲେ ମହାମାରୀ କରୋନା
ତା ‘ ର ରୂପ ଦେଖେଇବ 😷😷