🔆 ଜୀବନର ପୁଣି ଏକ ବର୍ଷ କମ୍ ହେଇଗଲା 🔆 - Utkal Odisha

🔆 ଜୀବନର ପୁଣି ଏକ ବର୍ଷ କମ୍ ହେଇଗଲା 🔆

938de425d0dc88331eaca93f1c80a64c
Reading Time: < 1 minute

💚 କିଛି ପୁରୁଣା ସ୍ମୃତି ପଛରେ ରହିଗଲେ…

💛 କିଛି ସ୍ବପ୍ନ ହୃଦୟରେ ରହିଗଲେ…

💙 କିଛି ନ ମାଗି ମଧ୍ୟ ଅନେକ ମିଳିଛି…

💜 କିଛି ଛାଡି କି ଚାଲି ଯାଇଛନ୍ତି…

💘 କିଛି ନୂଆ ମିଶିବେ ଏଇଥର…

🖤 କିଛି ମୋ ଉପରେ ବହୁତ ରାଗିଛନ୍ତି…

💖 କିଛି ମୋ ଉପରେ ଖୁସି ବି ହେଇଛନ୍ତି…

💔 କିଛି ମୋ ସହ ମିଶି ମଧ୍ୟ ଭୁଲି ଯାଇଛନ୍ତି…

🤔 କିଛି ମୋତେ ଆଜି ମଧ୍ୟ ମନେ ପକାଉଛନ୍ତି…

😏 କିଛି ମଧ୍ୟ ହେଇପାରନ୍ତି ଅଜଣା…

😬 କିଛି ମଧ୍ୟ କରୁଛନ୍ତି ବିରକ୍ତିପ୍ରକାଶ…

😘 କିଛି ମୋ ଅପେକ୍ଷାରେ ଅଛନ୍ତି…

😍 କିଛି ମୁଁ ଅପେକ୍ଷାରେ କରିଛି…

💞 କିଛି ଠିକ୍, କିଛି ମଧ୍ୟ ଭୁଲ୍

💝 କିଛି ଭୁଲ୍ ହୋଇଥାଏ ତ କ୍ଷମା 🙏🏻 କରିଦେବ

💘 ଆଉ କିଛି ଭଲ ଲାଗେ ତ ମନେ ପକାଇବ ।🙏

💞 ଆଉ ମାତ୍ର କିଛି ଦିନ ହାତରେ ଅଛି,
ଅନେକ କିଛି ପାଇ – ଅନେକ କିଛି ହରେଇଥିବା ବର୍ଷ ୨୦୧୯ କୁ ବିଦାୟ ଦେବାର…..

🦋🦋🦋 Thanks 2019 🦋🦋🦋

 

This beautiful write up curated from the web.

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x