ବର୍ତମାନ ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିବା ଗୋଟାଏ ଟ୍ରକ୍ଟି ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଘୋତି-ସିନ୍ନାର ରାଜପଥରେ ଓଲଟି ପଡ଼ିବାରୁ ଅନ୍ୟୂନ ୫ ଜଣ ଶ୍ରମିକ ସାଙ୍ଘାତିକ ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟର ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ଟ୍ରକ୍ଟି ଓଡ଼ିଶା ଆସୁଥିଲା। ସେଥିରୁ ଗଞ୍ଜାମ ଜିଲ୍ଲାର ଚିକିଟି ଓ ପାତ୍ରପୁର ଜିଲ୍ଲାର ୧୫ ଜଣ ଶ୍ରମିକ ଥିବାବଳେ ବାକି ଶ୍ରମିକ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର। ଡ୍ରାଇଭର ଫେରାର ଓ ଜଣଙ୍କ ଠାରୁ 4000 ଲେଖାଏଁ ନେଇଥିଲା