
ଦୁଃଖ କହିବା ଓ ଶୁଣିବା ଭିତରେ ଅନେକ ଫରକ ଥାଏ,କାହିଁକି ନା ଦୁଃଖ ଶୁଣୁଥିବା ଲୋକଟି କେବଳ ଅନୁଭବ କରିଥାଏ,କିନ୍ତୁ ଦୁଃଖ କହୁଥିବା ଲୋକଟି ଦୁଃଖକୁ ଅଙ୍ଗେ ନିଭାଇ ଥାଏ ।।
ଆପଣ ବିଶ୍ଵ ବିଜୟୀ ହୋଇ ସମସ୍ତଙ୍କୁ ନିଜର ଦାସ ବନାଇ ପାରନ୍ତି, ପରନ୍ତୁ ନିଜର ସମସ୍ତ ଅର୍ଜିତ ଧନ ଦୌଲତ ଖର୍ଚ୍ଚ କରିଲେ ମଧ୍ୟ ମୃତ୍ୟୁକୁ କେହି ଦାସ ବନାଇ ପାରିବେ ନାହିଁ । ଏହା କେଉଁ ମୁହୂର୍ତ୍ତରେ ଆସିବ, କେହି ଜାଣନ୍ତି ନାହିଁ । ତେଣୁକରି ତ ସମସ୍ତଙ୍କୁ ମୃତ୍ୟୁ କବଳିତ କରିବ ଏହା ଏକମାତ୍ର ସତ୍ୟ ।।
ତେଣୁକରି ଜୀବନରେ କେବେହେଲେ “ଗର୍ବ କରନ୍ତୁ ନାହିଁ” ଯାହା ଆଜି ଆପଣଙ୍କ ପାଖରେ ଅଛି ହୁଏତ ତାହା କାଲି ଦୂରେଇ ବି ଯାଇପାରେ ଓ ଯାହାକୁ ଆଜି ଆପଣ ପଥର ବୋଲି ଭାବୁଛନ୍ତି ତାହା ଆଗକୁ କୋହିନୁର୍ ବି ହୋଇପାରେ ।।
🙏🙏ଜୟ ଜଗନ୍ନାଥ🙏🙏