Thought of the day on Understanding Heart

🎪🛕ଆଜିର ଅନୁଚିନ୍ତା🛕🎪ହୃଦୟକୁ ବୁଝିପାରୁଥିବା କ୍ଷମତା

Understanding Heart
Reading Time: < 1 minute

➡️ହୃଦୟକୁ ବୁଝିପାରୁଥିବା କ୍ଷମତା ସମସ୍ତଙ୍କ ପାଖରେ ନଥାଏ, ମନ କଥା ଯଦି ସମସ୍ତେ ବୁଝିଯାଆନ୍ତେ ତାହେଲେ ଏ ସଂସାରରେ ଦୁଃଖ ବୋଲି ଆଉ କିଛି ନଥାନ୍ତା ।
➡️ସ୍ବାର୍ଥପର ମାନେ କାହା ଦୁଃଖର ଭାଗ ନିଅନ୍ତି ନାହିଁ, ସେମାନେ ସବୁବେଳେ ସୁଖର ଭାଗ ନେବାକୁ ଅପେକ୍ଷା କରି ଥାନ୍ତି ।

➡️ଜୀବନରେ ଏମିତି ଲୋକଙ୍କ ସହିତ ବନ୍ଧୁତା ରଖ ଯିଏ ତୁମ ସାଥିରେ ଦର୍ପଣ ଓ ଛାଇ ପରି ରହିବ , କାରଣ ଦର୍ପଣ କେବେ ମିଛ କୁହେନାହିଁ କି ଛାଇ କେବେ ଛାଡିକି ଯାଏନାହିଁ ।

➡️ଯେଉଁ ଖାତାର ସବୁ ବିଷୟକୁ ସମ୍ଭାଳିବାର କର୍ତ୍ତବ୍ୟ ଥାଏ ସିଏ କେବଳ ରଫ୍ ଖାତା ବନିଯାଏ, ସେହିପରି ପରିବାରର କର୍ତ୍ତବ୍ୟବାନ ମଣିଷର ଅବସ୍ଥା ମଧ୍ୟ ଗୋଟିଏ ରଫ୍ ଖାତା ପରି ।

➡️ଭଗବାନ ଯଦି ମଣିଷକୁ ଭୋକ ଆଉ ଦୁଃଖ ଦେଇନଥାନ୍ତେ ତେବେ ମଣିଷ କେବେ ନିଜର Importance ବୁଝିପାରନ୍ତା ନାହିଁ ।

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 🔘ଜୟ ଜଗନ୍ନାଥ🔘🙏🏻

 

🎪🛕ଆଜିର ଅନୁଚିନ୍ତା🛕🎪ସଫଳତା, ଶାନ୍ତି ଏବଂ ଆନନ୍ଦ…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x