thought of the day motivational

🙏🏻🌹ଅମୃତ ବାଣୀ 🌹🙏🏻ଅପରିବର୍ତ୍ତନୀୟ ଆତ୍ମା…

Spiritual Thoughts
Reading Time: < 1 minute

“ଏବେ, ଆମର କହିବା କଥା ହେଲା, ମାଁର ଗର୍ଭରୁ, ଆମ ଜନ୍ମର ପ୍ରଥମ ଅବସ୍ଥାଠାରୁ, ଯେପରି ବଢି ଚାଲିଥାଏ, ସେପରି ଶରୀରରୁ ବାହାରକୁ ଆସିବା ପରେ ମଧ୍ୟ ଏହା ବିକଶିତ ହୁଏ ।

କିନ୍ତୁ ଆତ୍ମା ସେହିପରି ଅଛି, ଅପରିବର୍ତ୍ତନୀୟ । ଶରୀର ବିକଶିତ ହୋଇଥାଏ । ସୁତରାଂ… ବର୍ତ୍ତମାନ ସେହି ବିକାଶ – ଏକ ଛୋଟ ବାଳକରୁ ଏକ ବଡ ବାଳକ ହୋଇଯାଏ, ତା ପରେ ସେ ହୋଇଯାଏ କିଶୋର, ତା ପରେ ହୋଇଯାଏ ଯୁବକ, ତାପରେ ଧୀରେ ଧୀରେ ମୋ ପରି ବୃଦ୍ଧ ହୋଇ ଯାଏ, ଏବଂ ତାପରେ ଧୀରେ ଧୀରେ, ଯେତେବେଳେ ଏ ଶରୀର କାର୍ଯ୍ୟକ୍ଷମ ରୁହେ ନାହିଁ, ସେତେବେଳେ ଏହା,ଏହାକୁ ତ୍ୟାଗ କରିବାକୁ ପଡେ ଏବଂ ଆଉଗୋଟିଏ ଶରୀର ଗ୍ରହଣ କରିବାକୁ ହୁଏ – ଆତ୍ମାର ପୁନର୍ଜନ୍ମ ପ୍ରକ୍ରିୟା । ମୁଁ ଭାବୁଛି ଏଇ ସରଳ ପ୍ରକ୍ରିୟା ବୁଝିବାରେ କିଛି ଅସୁବିଧା ନାହିଁ ।”

🍀ଜୟ ଜଗନ୍ନାଥ🍀
🌷🙏🏻☸⚫❗⚫☸🙏🏻🌷

🌅🙏ସୁପ୍ରଭାତ🙏🌅

🙏🌹✍️🌻✍️🌹✍️🙏

 

🎪🛕ଆଜିର ଅନୁଚିନ୍ତା🛕🎪ମନୁଷ୍ୟ ପଥର ଠାରୁ ହିଁ ଝୁଣ୍ଟିଥାଏ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x