” ଆଜିର ସୁବିଚାର “🌹☘️🌸ମୁଁ କେତେ ଶକ୍ତିଶାଳୀ ?

Spiritual Thought about God
Reading Time: < 1 minute

➡️ଯେଉଁମାନେ ଶକ୍ତିଶାଳୀ, ମହିମାମୟ ଅଧିକାରୀ (Majestic Masters), ସେମାନଙ୍କର ଅନବରତ ଗତିକୁ ଲକ୍ଷ୍ୟ କର I

➡️ସେମାନେ ଯେ କୌଣସି ପ୍ରତିବନ୍ଧକ ଦ୍ୱାରା ପ୍ରଭାବିତ ନୂହଁନ୍ତି I ସେମାନେ ନିଜର ଶକ୍ତିରେ ନିର୍ଭରଶୀଳ ହୋଇ ,ଛୋଟ ଛୋଟ ଯୁଦ୍ଧରେ ପରାଜିତ ହେଲେ ମଧ୍ୟ ବଡ/ମୂଖ୍ୟ ଯୁଦ୍ଧରେ ବିଜୟୀ ହୋଇଥାନ୍ତି I

➡️ସେମାନଙ୍କର ଲକ୍ଷ୍ୟ ଯେତେ ଦୂରବର୍ତ୍ତୀ ହେଲେ ମଧ୍ୟ ସେଠାରେ ପହଞ୍ଚିବା ପାଇଁ ପ୍ରତିଜ୍ଞାବଦ୍ଧ I ନିଶ୍ଚୟବୁଦ୍ଧି ନିକଟରେ କୌଣସି ଆକର୍ଷଣ ବା ବିକର୍ଷଣର ପ୍ରଭାବ ନଥାଏ I ସେମାନେ ନିର୍ଭୟ I କୌଣସି ଦୁର୍ବଳ ଚିନ୍ତାର ଦ୍ୱନ୍ଦ୍ୱ ସେମାନଙ୍କ ପାଖରେ ନଥାଏ I

➡️ସେମାନେ ଶକ୍ତିଶାଳୀ ହୋଇ ସମସ୍ୟାର ସମ୍ମୁଖୀନ ହୁଅନ୍ନ୍ତି ଏବଂ ସେହି ଶକ୍ତିଦ୍ୱାରା ପ୍ରତିଟି ନକାରତ୍ମକ ବିଚାରକୁ ନଷ୍ଟ କରି ଦିଅନ୍ତି I

➡️ମୋର ଦେଖିବାର ଅଛି, ମୁଁ କେତେ ଶକ୍ତିଶାଳୀ ?

🌹ଶୁଭ ସକାଳ🌹
🌹☘️🌸🙏🏻ଜୟ ଶ୍ରୀକୃଷ୍ଣ🙏🏻🌸☘️🌹

 

ଆଜିର ସୁବିଚାର: ମୁଖରୁ ଶବ୍ଦ ବାହାରିବା ପୂର୍ବରୁ ମନରେ ବିଚାର

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.