
➡️ଯେଉଁମାନେ ଶକ୍ତିଶାଳୀ, ମହିମାମୟ ଅଧିକାରୀ (Majestic Masters), ସେମାନଙ୍କର ଅନବରତ ଗତିକୁ ଲକ୍ଷ୍ୟ କର I
➡️ସେମାନେ ଯେ କୌଣସି ପ୍ରତିବନ୍ଧକ ଦ୍ୱାରା ପ୍ରଭାବିତ ନୂହଁନ୍ତି I ସେମାନେ ନିଜର ଶକ୍ତିରେ ନିର୍ଭରଶୀଳ ହୋଇ ,ଛୋଟ ଛୋଟ ଯୁଦ୍ଧରେ ପରାଜିତ ହେଲେ ମଧ୍ୟ ବଡ/ମୂଖ୍ୟ ଯୁଦ୍ଧରେ ବିଜୟୀ ହୋଇଥାନ୍ତି I
➡️ସେମାନଙ୍କର ଲକ୍ଷ୍ୟ ଯେତେ ଦୂରବର୍ତ୍ତୀ ହେଲେ ମଧ୍ୟ ସେଠାରେ ପହଞ୍ଚିବା ପାଇଁ ପ୍ରତିଜ୍ଞାବଦ୍ଧ I ନିଶ୍ଚୟବୁଦ୍ଧି ନିକଟରେ କୌଣସି ଆକର୍ଷଣ ବା ବିକର୍ଷଣର ପ୍ରଭାବ ନଥାଏ I ସେମାନେ ନିର୍ଭୟ I କୌଣସି ଦୁର୍ବଳ ଚିନ୍ତାର ଦ୍ୱନ୍ଦ୍ୱ ସେମାନଙ୍କ ପାଖରେ ନଥାଏ I
➡️ସେମାନେ ଶକ୍ତିଶାଳୀ ହୋଇ ସମସ୍ୟାର ସମ୍ମୁଖୀନ ହୁଅନ୍ନ୍ତି ଏବଂ ସେହି ଶକ୍ତିଦ୍ୱାରା ପ୍ରତିଟି ନକାରତ୍ମକ ବିଚାରକୁ ନଷ୍ଟ କରି ଦିଅନ୍ତି I
➡️ମୋର ଦେଖିବାର ଅଛି, ମୁଁ କେତେ ଶକ୍ତିଶାଳୀ ?
🌹ଶୁଭ ସକାଳ🌹
🌹☘️🌸🙏🏻ଜୟ ଶ୍ରୀକୃଷ୍ଣ🙏🏻🌸☘️🌹