💝ଆଜିର ଅନୁଚିନ୍ତା💝କଷ୍ଟ ପାଇ କ୍ଷମା କରିଦେବା ବହୁତ କଠିନ…

Life quotes on Utkal Odisha
Reading Time: < 1 minute

➡️ କାହାକୁ କଷ୍ଟ ଦେଇ କ୍ଷମା ମାଗିବା ବହୁତ ସହଜ କିନ୍ତୁ ନିଜେ କଷ୍ଟ ପାଇ କ୍ଷମା କରିଦେବା ବହୁତ କଠିନ ll

➡️ କୌଣସି ସମ୍ପର୍କ କେବେ ବି ପ୍ରକୃତି ହାତରେ ଭାଙ୍ଗେନାହିଁ, ଆମର ସ୍ବାର୍ଥପରତା, ମିଛ, ଅଣଦେଖା ହିଁ ସମ୍ପର୍କକୁ ଭାଙ୍ଗି ଚୁରମାର କରିଦିଏ ll

➡️ ଏ ସମ୍ପର୍କ ବି ଅଜବ ପ୍ରକାର ଶବ୍ଦ ବିଶ୍ବାସ ନ ପାଇବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଓ ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ ll

➡️ ଜୀବନରେ ଯଦି କିଛି ହରାଇ ଦିଅ ତେବେ ମନ ଦୁଃଖ କରନାହିଁ, ମନେରଖ ଗଛ ସେତେବେଳେ ପତ୍ରଝଡା ଦିଏ ସେତେବେଳେ ଗଛରେ ନୂତନ ପତ୍ର ସୁଷ୍ଟି ହୁଏ ll

➡️ ନୀରବତା ଏବଂ ଧର୍ଯ୍ୟ ଠାରୁ ବଡ କୌଣସି ଗୁଣ ନାହିଁ ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଏବଂ ଧର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି କରାଯାଇପାରେ ।

➡️ ନିନ୍ଦାରେ ବିଚଳିତ ହୋଇ କେବେ ନିଜର ଲକ୍ଷ୍ୟ ଛାଡନ୍ତୁ ନାହିଁ ସଫଳତା ପାଇ ଗଲେ ନିନ୍ଦାକରୁଥିବା ଲୋକର ମତ ବଦଳିଯାଏ ll

➡️ ଶାନ୍ତିଠାରୁ ବଡ ତପ ନାହିଁ ଧର୍ଯ୍ୟ ଓ ସନ୍ତୋଷ ଠାରୁ ବଡ ସୁଖ ନାହିଁ, ଲାଳସା ଓ ଲୋଭ ଠାରୁ ବଡ ରୋଗ ନାହିଁ, ଦୟାଠାରୁ ବଡ ଧର୍ମ ନାହିଁ ll

☘️🌸🙏ଜୟ ଜଗନ୍ନାଥ🙏🌸☘️

 

🌼☘️🌸🙏ସତ୍ୟ କଥନ🙏🌸☘️🌼ପୁରୁଷାର୍ଥ ଏବଂ ପରିଶ୍ରମ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.