
➡️ କାହାକୁ କଷ୍ଟ ଦେଇ କ୍ଷମା ମାଗିବା ବହୁତ ସହଜ କିନ୍ତୁ ନିଜେ କଷ୍ଟ ପାଇ କ୍ଷମା କରିଦେବା ବହୁତ କଠିନ ll
➡️ କୌଣସି ସମ୍ପର୍କ କେବେ ବି ପ୍ରକୃତି ହାତରେ ଭାଙ୍ଗେନାହିଁ, ଆମର ସ୍ବାର୍ଥପରତା, ମିଛ, ଅଣଦେଖା ହିଁ ସମ୍ପର୍କକୁ ଭାଙ୍ଗି ଚୁରମାର କରିଦିଏ ll
➡️ ଏ ସମ୍ପର୍କ ବି ଅଜବ ପ୍ରକାର ଶବ୍ଦ ବିଶ୍ବାସ ନ ପାଇବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଓ ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ ll
➡️ ଜୀବନରେ ଯଦି କିଛି ହରାଇ ଦିଅ ତେବେ ମନ ଦୁଃଖ କରନାହିଁ, ମନେରଖ ଗଛ ସେତେବେଳେ ପତ୍ରଝଡା ଦିଏ ସେତେବେଳେ ଗଛରେ ନୂତନ ପତ୍ର ସୁଷ୍ଟି ହୁଏ ll
➡️ ନୀରବତା ଏବଂ ଧର୍ଯ୍ୟ ଠାରୁ ବଡ କୌଣସି ଗୁଣ ନାହିଁ ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଏବଂ ଧର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି କରାଯାଇପାରେ ।
➡️ ନିନ୍ଦାରେ ବିଚଳିତ ହୋଇ କେବେ ନିଜର ଲକ୍ଷ୍ୟ ଛାଡନ୍ତୁ ନାହିଁ ସଫଳତା ପାଇ ଗଲେ ନିନ୍ଦାକରୁଥିବା ଲୋକର ମତ ବଦଳିଯାଏ ll
➡️ ଶାନ୍ତିଠାରୁ ବଡ ତପ ନାହିଁ ଧର୍ଯ୍ୟ ଓ ସନ୍ତୋଷ ଠାରୁ ବଡ ସୁଖ ନାହିଁ, ଲାଳସା ଓ ଲୋଭ ଠାରୁ ବଡ ରୋଗ ନାହିଁ, ଦୟାଠାରୁ ବଡ ଧର୍ମ ନାହିଁ ll
☘️🌸🙏ଜୟ ଜଗନ୍ନାଥ🙏🌸☘️