🎪🛕ଆଜିର ଅନୁଚିନ୍ତା🛕🎪ନିଜ ଖୁସିର ଦାୟିତ୍ବ…

happiness
Reading Time: < 1 minute

➡️ନିଜ ଖୁସିର ଦାୟିତ୍ବ ନିଜ ହାତରେ ରହିଥାଏ, ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବା, ତେବେ ଦୁଃଖ ନିଶ୍ଚିତ ଭାବରେ ମିଳିବ ।
➡️ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତା ମାତାଙ୍କ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ ।

➡️ନିଜେ ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ, କାହିଁକି ନା ବ୍ଯସ୍ତ ହିଁ ମଣିଷକୁ ଦୁଃଖୀ ହେବାକୁ ଦେଇ ନ ଥାଏ !! ଚେଷ୍ଟା ହିଁ ମଣିଷକୁ ସଫଳ, ସୁନ୍ଦର ବନେଇ ଦେଇଥାଏ ।

➡️ଜୀବନରେ ଅତୀତକୁ ସମୀକ୍ଷା କରି , ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି ” ବର୍ତ୍ତମାନ “।

➡️” ସମ୍ପର୍କ ” ଏକ ଅଜବ ପ୍ରକାରର ଶବ୍ଦ, ଯାହା ବିଶ୍ବାସ ନ ହେବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଆଉ ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ ।

➡️ସଫଳତାର ପ୍ରଥମ ପାହାଚ ହେଉଛି Self confidence .

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 🔘ଜୟ ଜଗନ୍ନାଥ🔘🙏🏻

 

🌹☘️🙏🏻” ଆଜିର ଅନୁଚିନ୍ତା “🙏🏻☘️🌹ଅପମାନ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.