🎪🛕ଆଜିର ଅନୁଚିନ୍ତା🛕🎪ଜୀବନରେ ହାର…

failure in life
Reading Time: < 1 minute

➡️ଚେଷ୍ଟା କରୁଥିବା ଲୋକ କେବେ ତା ଜୀବନରେ ହାରିନଥାଏ, ଆଉ ଇର୍ଷା କରୁଥିବା ଲୋକ କେବେ ତା ଜୀବନରେ ଉପରକୁ ଉଠି ନ ଥାଏ ।
➡️ଅନ୍ୟକୁ କ୍ଷମା କରିଦେବା ଆଉ କ୍ଷମା ମାଗିନେବା ଗୋଟେ ଶକ୍ତି, ଯାହା ସମସ୍ତଙ୍କ ପାଖରେ ନଥାଏ ।

➡️କୌଣସି ବ୍ୟକ୍ତିର ଅସଲ ଚରିତ୍ର ସେତେବେଳେ ସାମ୍ନାକୁ ଆସିଥାଏ, ଯେତେବେଳେ ସେ ନିଶାରେ ଥାଏ ।

➡️ସମ୍ପର୍କର ମୃତ୍ୟୁ ନାହିଁ
ମଣିଷର ବ୍ଯବହାର, ସ୍ବଭାବ ଓ ଅହଂଭାବ ତାକୁ ମାରିଦେଇଥାଏ ।

➡️ମଣିଷ ଜୀବନରେ ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଆସିଥାଏ । ଇଏତ ଜୀବନ କିନ୍ତୁ ଏହି ସବୁକୁ ଯିଏ ସାହାସର ସହ ମୁକାବିଲା କରିପାରେ ସେ BAAZIGAR……

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 🔘ଜୟ ଜଗନ୍ନାଥ🔘🙏🏻

 

🌹☘️🙏🏻” ଆଜିର ଅନୁଚିନ୍ତା “🙏🏻☘️🌹ଜ୍ଞାନ ଯାହାକୁ ଆପଣ ବ୍ୟବହାର କରନ୍ତି ନାହିଁ!

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.