
➡️ଚେଷ୍ଟା କରୁଥିବା ଲୋକ କେବେ ତା ଜୀବନରେ ହାରିନଥାଏ, ଆଉ ଇର୍ଷା କରୁଥିବା ଲୋକ କେବେ ତା ଜୀବନରେ ଉପରକୁ ଉଠି ନ ଥାଏ ।
➡️ଅନ୍ୟକୁ କ୍ଷମା କରିଦେବା ଆଉ କ୍ଷମା ମାଗିନେବା ଗୋଟେ ଶକ୍ତି, ଯାହା ସମସ୍ତଙ୍କ ପାଖରେ ନଥାଏ ।
➡️କୌଣସି ବ୍ୟକ୍ତିର ଅସଲ ଚରିତ୍ର ସେତେବେଳେ ସାମ୍ନାକୁ ଆସିଥାଏ, ଯେତେବେଳେ ସେ ନିଶାରେ ଥାଏ ।
➡️ସମ୍ପର୍କର ମୃତ୍ୟୁ ନାହିଁ
ମଣିଷର ବ୍ଯବହାର, ସ୍ବଭାବ ଓ ଅହଂଭାବ ତାକୁ ମାରିଦେଇଥାଏ ।
➡️ମଣିଷ ଜୀବନରେ ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଆସିଥାଏ । ଇଏତ ଜୀବନ କିନ୍ତୁ ଏହି ସବୁକୁ ଯିଏ ସାହାସର ସହ ମୁକାବିଲା କରିପାରେ ସେ BAAZIGAR……
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 🔘ଜୟ ଜଗନ୍ନାଥ🔘🙏🏻
🌹☘️🙏🏻” ଆଜିର ଅନୁଚିନ୍ତା “🙏🏻☘️🌹ଜ୍ଞାନ ଯାହାକୁ ଆପଣ ବ୍ୟବହାର କରନ୍ତି ନାହିଁ!