💞 ଆଜିର ଅନୁଚିନ୍ତା 💞ଅନ୍ୟର ଖୁସି…

Spiritual Awakening
Reading Time: < 1 minute

🌻🌺🌸🌼🌸🌺🌻

➡️ ଖୁସି ସେମାନଙ୍କୁ ମିଳି ନଥାଏ, ଯେଉଁମାନେ ନିଜ ସର୍ତ୍ତରେ ଜିତିଥାଆନ୍ତି। ଖୁସି ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର ସର୍ତ୍ତକୁ ବଦଳାଇ ଥାଆନ୍ତି ll

➡️ ସବୁବେଳେ ସବୁକିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ । ତେଣୁ ଈଶ୍ବର ଆମକୁ ଯାହା ଦେଇଛନ୍ତି ସେତିକିରେ ଖୁସି ହେବା ଉଚିତ୍ ।ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା ।।

➡️ ସବୁବେଳେ ମୁହଁ ସୂର୍ଯ୍ୟ କିରଣ ଆଡକୁ ରଖନ୍ତୁ, ଛାୟା ସବୁବେଳେ ଆପଣଙ୍କ ପଛରେ ରହିବ ତେବେ ଯାଇ ଆମେ ଏ ସଂସାର ର ମୋହ ମାୟା ଠାରୁ ଜିତି ପରିବା ।।

➡️ ଏଥିପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ଯେ ଭଗବାନଙ୍କ ବିରୁଦ୍ଧରେ ସବୁଠାରୁ ବଡ ଅପରାଧ ହେଉଛି ମୁହଁରେ ନାମ ନେଉଥିବା ବେଳେ କାମରେ ତାଙ୍କର ଉପଦେଶ ବିରୁଦ୍ଧାଚରଣ କରିବା ।।

➡️ କାହାର ତପ, ଦାନ, ବିଜ୍ଞାନ, ସୁଶୀଳତା, ନୀତିରୀତି, ଧର୍ମ ଦେଖି ଆଶ୍ଚର୍ଯ୍ୟ ହେବା ଅପେକ୍ଷା।

ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!

☘️🌸🙏ଜୟ ଜଗନ୍ନାଥ🙏🌸☘️

 

☘🌸🌼🙏ମହତ ବାଣୀ🙏🌼🌸☘️ପାପ ମୋ’ ନିକଟକୁ ଆସିବ ନାହିଁ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x