
🌻🌺🌸🌼🌸🌺🌻
➡️ ଖୁସି ସେମାନଙ୍କୁ ମିଳି ନଥାଏ, ଯେଉଁମାନେ ନିଜ ସର୍ତ୍ତରେ ଜିତିଥାଆନ୍ତି। ଖୁସି ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର ସର୍ତ୍ତକୁ ବଦଳାଇ ଥାଆନ୍ତି ll
➡️ ସବୁବେଳେ ସବୁକିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ । ତେଣୁ ଈଶ୍ବର ଆମକୁ ଯାହା ଦେଇଛନ୍ତି ସେତିକିରେ ଖୁସି ହେବା ଉଚିତ୍ ।ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା ।।
➡️ ସବୁବେଳେ ମୁହଁ ସୂର୍ଯ୍ୟ କିରଣ ଆଡକୁ ରଖନ୍ତୁ, ଛାୟା ସବୁବେଳେ ଆପଣଙ୍କ ପଛରେ ରହିବ ତେବେ ଯାଇ ଆମେ ଏ ସଂସାର ର ମୋହ ମାୟା ଠାରୁ ଜିତି ପରିବା ।।
➡️ ଏଥିପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ଯେ ଭଗବାନଙ୍କ ବିରୁଦ୍ଧରେ ସବୁଠାରୁ ବଡ ଅପରାଧ ହେଉଛି ମୁହଁରେ ନାମ ନେଉଥିବା ବେଳେ କାମରେ ତାଙ୍କର ଉପଦେଶ ବିରୁଦ୍ଧାଚରଣ କରିବା ।।
➡️ କାହାର ତପ, ଦାନ, ବିଜ୍ଞାନ, ସୁଶୀଳତା, ନୀତିରୀତି, ଧର୍ମ ଦେଖି ଆଶ୍ଚର୍ଯ୍ୟ ହେବା ଅପେକ୍ଷା।
ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!
☘️🌸🙏ଜୟ ଜଗନ୍ନାଥ🙏🌸☘️