🎪🛕ଆଜିର ଅନୁଚିନ୍ତା🛕🎪ଶବ୍ଦହୀନ କଷ୍ଟ

Spiritual Thoughts
Reading Time: < 1 minute

🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁🍁
ତାରିଖ – ୨୭:୧୨:୨୦୨୦ ( ରବିବାର )
************
➡️ପ୍ରତ୍ୟେକ ମଣିଷର ଜୀବନରେ କିଛି ଶବ୍ଦହୀନ କଷ୍ଟ ଥାଏ , ଯାହାର ସାକ୍ଷୀ କେବଳ ସେ ନିଜେ ।
➡️ସମୟ, ଯେବେ ପରୀକ୍ଷା ନିଏ ସବୁ ଦିଗରୁ ପ୍ରହାର କରିଥାଏ, ସେ ଧନୀ ହେଉ ବା ଗରିବ, ଜ୍ଞାନୀ ହେଉ ବା ଅଜ୍ଞାନୀ ।

➡️ଚେଷ୍ଟା କରୁଥିବା ଲୋକ କେବେ ଜୀବନରେ ହାରିନଥାଏ ଓ ଅନ୍ଯକୁ ଦେଖି ଇର୍ଷା କରୁଥିବା ମଣିଷ ତା ଜୀବନରେ କେବେ ସଫଳତା ପାଇନଥାଏ ।

➡️ହସ ଓ ନିରବତା ଦୁଇଟି ଯାକ ଭାରି ଶକ୍ତିଶାଳୀ
ହସ ଦ୍ଵାରା ବହୁ ଅସୁବିଧାର ସମାଧାନ ହୋଇଯାଉଥିବା ବେଳେ ନିରବତା ଦ୍ଵାରା ବହୁ ଅସୁବିଧାକୁ ଅଣଦେଖା କରି ହୋଇଥାଏ ।

➡️ଆଜିକାଲି ଦୁନିଆରେ ପାଖରେ ପଇସା ଥିଲେ How are you ? ପାଖରେ ପଇସା ନ ଥିଲେ Who are you ?

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

 

💝ଆଜିର ଅନୁଚିନ୍ତା💝କଷ୍ଟ ପାଇ କ୍ଷମା କରିଦେବା ବହୁତ କଠିନ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.