
➡️ ସତ୍ୟପଥରେ ଅସୁବିଧା ଅଛି କିନ୍ତୁ ପରାଜୟ ନାହିଁ, ମିଥ୍ୟାପଥରେ ସୁବିଧା ଅଛି କିନ୍ତୁ ଆତ୍ମତୃପ୍ତି ନାହିଁ, ଯେଉଠି ଆତ୍ମତୃପ୍ତି ନାହିଁ ସେଇଠି ବିଜୟର କୌଣସି ମୂଲ୍ୟ ନାହିଁ ll
➡️ ଵିନା କାଠିରେ କେବେ ଚାବି ତିଆରି ହୋଇନଥାଏ ,ସେହିପରି ଭଗବାନ କେବେ ଏମିତି ଅସୁବିଧା ସୃଷ୍ଟି କରିନାହାନ୍ତି ଯାହାର ସମାଧାନ ନାହିଁ ଖାଲି ଆମର ଧର୍ଯ୍ୟର ଆବଶ୍ୟକତା ଅଛି ସେ ସମୟ ଆସିବା ପର୍ଯ୍ୟନ୍ତ ll
➡️ ତୁମର ସବୁଠାରୁ ବଡ ଶତ୍ରୁ ତୁମେ ନିଜେ, ନିଜର ଦୋଷ ଦେଖିପାରନାହିଁ ଆଉ ଯିଏ ତାକୁ ଦେଖାଏ ତୁମେ ତାକୁ ଶତ୍ରୁ ବୋଲି ଭାବିନିଅ ll
➡️ ସବୁଠାରୁ ଭଲ ଔଷଧ ହସିବା, ସବୁଠୁ ବଡ଼ ସମ୍ପତ୍ତି ବୁଦ୍ଧି, ସବୁଠୁ ବଡ ସୁଖ ଦାନ, ସବୁଠୁ ବଡ ଅସ୍ତ୍ର ଧର୍ଯ୍ୟ, ସବୁଠୁ ସୁନ୍ଦର ଭାବ ବିନୟ, ସଵୁଠୁ ସୁନ୍ଦର ସୁରକ୍ଷା ମା କୋଳ ll
➡️ ବହୁତ ଚେଷ୍ଟା କରିଛ ସଂଘର୍ଷ ବି କଲ ମାତ୍ର ଫଳ ପାଇଲ ନାହିଁ, ଆଦୌ ଦୁଃଖ କର ନାହିଁ ଧର୍ଯ୍ୟ ଧର ଉଦ୍ୟମ ଜାରି ରଖ ଇଶ୍ବରଙ୍କ ଉପରେ ବିଶ୍ବାସ ରଖ କାରଣ କାଳେ ଆଶା କରିଥିବା ଫଳଠାରୁ ଆହୁରି ଭଲ ଫଳ ତୁମ ପାଇଁ ପରମେଶ୍ଵର ରଖିଥାଇ ପାରନ୍ତି ll
☘️🌸🙏ଜୟ ଜଗନ୍ନାଥ🙏🌸☘️