
🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁
➡️କାହାକୁ ଡରାଅ ନାହିଁ ସାହସ ଦିଅ, ଅପମାନିତ କର ନାହିଁ ଶିଖାଇ ଦିଅ, ଅଭିମାନ କରନି ସହିଯାଅ, ଗାଳି କରନି ବୁଝେଇ ଦିଅ,ଏହା ହେଉଛି ଗୋଟିଏ ସୁନ୍ଦର ସ୍ବଭାବର ଲକ୍ଷଣ l
➡️ପ୍ରେମଠାରୁ ତ୍ୟାଗ ଶ୍ରେଷ୍ଠ ହୋଇଥାଏ, ରୂପ ସୌନ୍ଦଯ୍ୟ ଠାରୁ ଶ୍ରେଷ୍ଠ ହୋଇଥାଏ, ଧନ ମାନବିକତା ଠାରୁ ଶ୍ରେଷ୍ଠ ହୋଇଥାଏ, କିନ୍ତୁ ଉତ୍ତମ ସମ୍ପର୍କଠୁ ବଳି କିଛି ବି ଶ୍ରେଷ୍ଠ ହୋଇନ ଥାଏ ll
➡️ଭୁଲ୍ ଜୀବନର ଗୋଟିଏ ପୃଷ୍ଠା ଅଟେ କିନ୍ତୁ ସମ୍ପର୍କ ଗୋଟିଏ ବହି, ଯଦି ଦରକାର ପଡେ ତାହେଲେ ଭୁଲ୍ ପୃଷ୍ଠାଟିକୁ ଚିରିଦିଅନ୍ତୁ, କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ ନିଜ ଜୀବନରୁ ହରାନ୍ତୁ ନାହିଁ, ଭୁଲ୍ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ୍ କରିନାହିଁ, ତା ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ll
➡️ଯେତେ କଷ୍ଟ ଅଙ୍କ ହେଉ ପଛେ ଯଦି ସୂତ୍ର ଆପଣ ଜାଣିଛନ୍ତି ଅଙ୍କ ସରଳ ଲାଗିବ। ସେହିପରି ଜୀବନରେ ଯେତେ ଅସୁବିଧା ହେଉ ପଛେ ଯଦି ଆପଣଙ୍କ ପାଖରେ ଧର୍ଯ୍ୟ ଅଛି ତେବେ ସମାଧାନର ବାଟ ସରଳ ଲାଗିବ ।।
➡️ସମ୍ପର୍କ ଅଛି ତ ସନ୍ଦେହ ରହିବ ସନ୍ଦେହକୁ ସମ୍ପର୍କରେ ରଖିଲେ ସମ୍ପର୍କ ନର୍କ ପାଲଟି ଯିବ, ସନ୍ଦେହକୁ ସମ୍ପର୍କରୁ ଦୁରେଇ ରଖିଲେ ସମ୍ପର୍କ ସ୍ବର୍ଗ ଭଳି ଲାଗିବ ।।
➡️ସ୍ବାର୍ଥପର ଲୋକମାନେ ଠିକ୍ ଜାଣନ୍ତି କେତେବେଳେ କୋଉ ମଣିଷକୁ USE କରିବାକୁ ପଡିବ ଆଉ କେତେବେଳେ IGNORE ।
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻