ଆଜିର ଅନୁଚିନ୍ତା: ଆଖିର ଲୁହ ଅଭିଶାପ ଦିଏ…

Tears from Eyes
Reading Time: < 1 minute

🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁

➡️ଯେବେ ନିଜର ସ୍ବାର୍ଥ କଥା ଆସିଥାଏ ମଣିଷ ଓଠରେ ମିଠା କଥା ରଖିଥାଏ ଯେବେ ସ୍ବାର୍ଥ ପୂରଣ ହୋଇଯାଏ ତାର କଥାବାର୍ତ୍ତା ଓ ବ୍ୟବହାର ଦୁଇଟି ଯାକ ବଦଳି ଯାଏ ।

➡️କାହାକୁ କନ୍ଦେଇବା ଆଗରୁ ସବୁବେଳେ ମନେ ରଖ “ଆଖିର ଲୁହ ଅଭିଶାପ ଦିଏ”।

➡️ପାଦରେ ଆଘାତ ଲାଗିଲେ ମଣିଷ ସଠିକ୍ ଭାବେ ଚାଲିବା ଶିଖିଥାଏ,କିନ୍ତୁ ଯେବେ ହୃଦୟରେ ଆଘାତ ଲାଗେ ମଣିଷ ଦୁନିଆରେ ମଣିଷ ଚିହ୍ନିବା ସହ ବଞ୍ଚିବା ବି ଶିଖିଯାଏ ।

➡️ଅତ୍ୟଧିକ କୌଣସି କିଛି ବି ଭଲ ନୁହେଁ,”ଅତି “ଶବ୍ଦଟା ହିଁ ଖରାପ ।

➡️ପାରୁଛ ଯଦି କାହାକୁ ସତ କହି ଧୋକା ଦିଅ,କିନ୍ତୁ ମିଛ କହି କାହାକୁ ଆଶା ଦିଅନା ବା ବିଶ୍ବାସ ଭାଙ୍ଗ ନା ।

➡️ସମୟ ମୁତାବକ ନିଜକୁ Update କରନ୍ତୁ,ନହେଲେ ଏଇ ଦୁନିଆ Use. କରି .Hang କରିଦେବ !

🙏🏻 ଜୟ ଜଗନ୍ନାଥ🙏🏻

 

ଆଜିର ଅନୁଚିନ୍ତା: କାହାକୁ କେବେ ଛୋଟ ଭାବିବା ଅନୁଚିତ୍

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.