ଆଜିର ଅନୁଚିନ୍ତା: କାହାକୁ କିଛି ଦେଇକି ଅହଙ୍କାର କରନ୍ତୁ ନାହିଁ

Quotes on Proud
Reading Time: < 1 minute

🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁

➡️କାହାକୁ କିଛି ଦେଇକି ଅହଙ୍କାର କରନ୍ତୁ ନାହିଁ,କିଏ ଜାଣିଛି ତୁମେ ତାକୁ ଦେଉଛ ନା ପୂର୍ବ ଜନ୍ମର ଋଣ ସୁଝୁଛ ।

➡️ସ୍ବପ୍ନ ଦେଖିବା ସହଜ,ସ୍ବପ୍ନକୁ ପୁରଣ କରିବା କଠିନ ଆଉ ବିନା ସ୍ବପ୍ନରେ ବଞ୍ଚିବା ବି ମୂଲ୍ୟହୀନ ।

➡️”ସମୟ “ର ହାତ ନଥାଏ କିନ୍ତୁ ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ ସାରା ଜୀବନ ମନେ ରହେ ।

➡️ବୟସ ୧୫ ହେଉ ବା ୪୫ ସମ୍ମାନ ତାଙ୍କୁ କରନ୍ତୁ ଯାହାଙ୍କ ଆଚରଣ ଭଲ ।

➡️ବାହାଘର ସରିଲେ ବେଦୀ ମୁହଁ ପୋଡା ଭଳି ସ୍ବାର୍ଥପର ଲୋକ ନିଜ କାମ ହାସଲ ପରେ ମନେ ରଖିବା ତ ଦୂରର କଥା — ଚିହ୍ନି ପାରନ୍ତି ନାହିଁ ।

➡️ଆଜି କାଲିର ସମ୍ପର୍କ ଚାକିରି ପରି ହୋଇଗଲଣି ,ଭଲ ଅଫର୍ ମିଳିଗଲେ ଲୋକେ ପୁରୁଣାକୁ ଛାଡି ଦେଉଛନ୍ତି ।

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

 

ଆଜିର ପ୍ରଶାନ୍ତି ଅନୁଚିନ୍ତା: ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.