💞 ଆଜିର ଅନୁଚିନ୍ତା 💞ସର୍ବ ପ୍ରଥମେ ନିଜକୁ ଭଲ ବୋଲି ସାବ୍ଯସ୍ତ କରନ୍ତୁ

Small Thought
Reading Time: < 1 minute

🌻🌺🌸🌼🌸🌺🌻

➡️ବିଶ୍ୱାସ ରୁ “ଶ୍ୱା” କାଢ଼ିଦେଲେ ବିସ ରହିଯାଏ, “ବି” କାଢ଼ିଦେଲେ “ଶ୍ୱାସ” ରହେ । ଶ୍ୱାସ ରେ “ନି” ଯୋଡ଼ିଦେଲେ “ନିଶ୍ଵାସ” ହୋଇଯାଏ, ବିସ ଆଉ କିଛି କରିପାରେ ନାହିଁ କେବଳ ମଣିଷର ନିଶ୍ୱାସ ଛଡେଇ ନିଏ । ଯେତେବେଳେ ବିଶ୍ୱାସରେ ବିଷ ମିଶିଯାଏ ସେତେବେଳେ ନିଶ୍ୱାସ ନେବା ବି ମୁସ୍କିଲ ହୋଇପଡେ । କିଏ ମରିଯାଏ ତ ଆଉ କିଏ ମରିମରି ଜିଇ ଥାଏ ।।

➡️କୌଣସି ବି ସମ୍ପର୍କ କୁ ତୁଲାଇବା ପାଇଁ, ରାଣ, ନିୟମ କି ପ୍ରତିଶ୍ରୁତି ଦରକାର ନାହିଁ, ତାକୁ ତୁଲାଇବା ପାଇଁ କେବଳ ଦୁଇଜଣ ଭଲ ମଣିଷର ଆବଶ୍ୟକ, ଯିଏକି ଜଣେ ଭରସା କରିଲେ, ଆଉ ଜଣେ ତାକୁ ବୁଝିପାରୁଥିବ ।।

➡️ଏହା ସର୍ବଦା ମନେ ରଖନ୍ତୁ ଯେ କାହାକୁ ଖରାପ କହିବା ଆଗରୁ ସର୍ବ ପ୍ରଥମେ ନିଜକୁ ଭଲ ବୋଲି ସାବ୍ଯସ୍ତ କରନ୍ତୁ ।।

ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!

. ☘️🌸🙏ଜୟ ଜଗନ୍ନାଥ🙏🌸☘️

 

ଆଜିର ଅନୁଚିନ୍ତା: କଲମର ନିଜସ୍ୱ କ୍ଷମତା ନାହିଁ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.