
🌻🌺🌸🌼🌸🌺🌻
➡️ବିଶ୍ୱାସ ରୁ “ଶ୍ୱା” କାଢ଼ିଦେଲେ ବିସ ରହିଯାଏ, “ବି” କାଢ଼ିଦେଲେ “ଶ୍ୱାସ” ରହେ । ଶ୍ୱାସ ରେ “ନି” ଯୋଡ଼ିଦେଲେ “ନିଶ୍ଵାସ” ହୋଇଯାଏ, ବିସ ଆଉ କିଛି କରିପାରେ ନାହିଁ କେବଳ ମଣିଷର ନିଶ୍ୱାସ ଛଡେଇ ନିଏ । ଯେତେବେଳେ ବିଶ୍ୱାସରେ ବିଷ ମିଶିଯାଏ ସେତେବେଳେ ନିଶ୍ୱାସ ନେବା ବି ମୁସ୍କିଲ ହୋଇପଡେ । କିଏ ମରିଯାଏ ତ ଆଉ କିଏ ମରିମରି ଜିଇ ଥାଏ ।।
➡️କୌଣସି ବି ସମ୍ପର୍କ କୁ ତୁଲାଇବା ପାଇଁ, ରାଣ, ନିୟମ କି ପ୍ରତିଶ୍ରୁତି ଦରକାର ନାହିଁ, ତାକୁ ତୁଲାଇବା ପାଇଁ କେବଳ ଦୁଇଜଣ ଭଲ ମଣିଷର ଆବଶ୍ୟକ, ଯିଏକି ଜଣେ ଭରସା କରିଲେ, ଆଉ ଜଣେ ତାକୁ ବୁଝିପାରୁଥିବ ।।
➡️ଏହା ସର୍ବଦା ମନେ ରଖନ୍ତୁ ଯେ କାହାକୁ ଖରାପ କହିବା ଆଗରୁ ସର୍ବ ପ୍ରଥମେ ନିଜକୁ ଭଲ ବୋଲି ସାବ୍ଯସ୍ତ କରନ୍ତୁ ।।
ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!
. ☘️🌸🙏ଜୟ ଜଗନ୍ନାଥ🙏🌸☘️