short thoughts of Chanakya

☘️🌸🙏ଚାଣକ୍ୟ ବାଣୀ🙏🌸☘️ବିଦ୍ୟା ପ୍ରାପ୍ତି ପରେ…

Chanakya niti in Odia
Reading Time: < 1 minute

➡️ ଦକ୍ଷିଣା ପାଇସାରିବା ପରେ ସଦ୍ ଜନ ଆଉ ପଛକୁ ଫେରି ଚାହେଁ ନାହିଁ ।

➡️ ବିଦ୍ୟା ପ୍ରାପ୍ତି ପରେ ଶିଷ୍ୟ ତା ବାଟରେ ଚାଲିଯାଏ ।

➡️ ଜଙ୍ଗଲରେ ନିଆଁ ଲାଗିଲେ ଜଙ୍ଗଲୀ ପ୍ରାଣୀମାନେ ଜଙ୍ଗଲ ଛାଡି ଚାଲିଯାନ୍ତି ।

➡️ ଏ ଦୁନିଆଁରେ ସମସ୍ତେ ମତଲବୀ, ସ୍ୱାର୍ଥବାଦୀ । ନିଜର ସ୍ୱାର୍ଥ ହାସଲ ପରେ,. ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ ।

➡️ ଜବାବ୍ ଦେଉଥିବା ଚାକରକୁ ପାଖ ପୁରେଇବ ନାହିଁ ।

➡️ ଦୁଷ୍ଟ ଏବଂ ବଦନାମ ବସ୍ତିରେ ରହୁଥିବା ଲୋକଙ୍କ ସହିତ ବନ୍ଧୁତା କରିବ ନାହିଁ । ସେମାନଙ୍କ ଠାରୁ ଯଥେଷ୍ଟ ଦୂରତା ବଜାୟ ରଖି ଚଳିବ ।

➡️ “ପତ୍ନୀ ମୃତ୍ୟୁର ଦୁଃଖ, ନିକଟତମ ବନ୍ଧୁର ଅପମାନ, ମୁଣ୍ଡ ଉପରେ ଥିବା ଋଣ ବୋଝ, ଦୁଷ୍ଟ ରାଜାର ସେବା କରିବା, ଗରିବ ଦୁଃଖୀର ଅବସ୍ଥା,” ଏସବୁ ସହିତ ସମ୍ପୃକ୍ତ ଲୋକଟି ନିଜ ଭିତରେ ନିଜେ ଜଳୁଥାଏ ଅହରହ । ତାକୁ ଆଉ ଦଣ୍ଡ ବା ଦୁଃଖ ଦେବା ପାଇଁ ଚିନ୍ତା କରିବା ଦରକାର ନାହିଁ ।

➡️ ନଦୀ ତଟର ବୃକ୍ଷ କେବେବି ଉପୁଡି ପଡିପାରେ ।

➡️ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ପତ୍ନୀ କେବେବି ପ୍ରାଣ ନେଇଯାଇପାରେ ବା ଛାଡି ଚାଲିଯାଇପାରେ ।

☘️🌸🙏ଜୟ ଜଗନ୍ନାଥ 🙏🌸☘️

 

☘️🌸🙏ଚାଣକ୍ୟ ବାଣୀ🙏🌸☘️🌹ତାରିଖ : ୧୫-୧୨-୨୦୨୦🌹

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x