💞 ଆଜିର ଅନୁଚିନ୍ତା 💞ବ୍ୟାକୁଳ ହୋଇ ଡାକିଲେ ଭଗବାନଙ୍କ ଦର୍ଶନ ମିଳେ

Spiritual Thoughts on UO
Reading Time: < 1 minute

➡️ ସରଳ ମନରେ ବ୍ୟାକୁଳ ହୋଇ ନ ଡାକିଲେ ଭଗବାନଙ୍କ ଦର୍ଶନ ମିଳେ ନାହିଁ |କୁଟିଳ ହୃଦୟ ଲୋକଠାରୁ ସିଏ ବହୁତ ଦୂରରେ ଥାଆନ୍ତି |

➡️ ଖୋଲା ଖୋଲି ଭାବେ ଯେ ଶତ୍ରୁତା କରେ ,ସେ ଠିକ କୋଷମୁକ୍ତ କୃପାଣ ପରି | ତାକୁ ବିଶେଷ ଡରିବା ଆବଶ୍ୟକ ନାହିଁ |କିନ୍ତୁ ଯିଏ ଉପରେ ସ୍ନେହମମତା ଦେଖାଇ ଭିତରେ ଭିତରେ କ୍ଷତି କରେ ,ତାକୁ ହିଁ ଡରିବାକୁ ହେବ |

➡️ କାହାରି ଦୋଷ ଦେଖିବ ନାହିଁ ,କୀଟ ପତଙ୍ଗଙ୍କ ମଧ୍ୟ | ଭଗବାନଙ୍କ ଠାରେ ଯେଭଳି ଭକ୍ତି ଲାଭ ପାଇଁ ପ୍ରାର୍ଥନା କରିବ ଯେପରି ତୁମେ କାହାରି ଦୋଷ ନଦେଖ |

ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କଣ୍ଟା ଥିବା ଗଛ,ଭଗ୍ନ ଚୈକି, ଭଗ୍ନ ଖଟ ଏବଂ ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ।

➡️ ସକାଳୁ ଉଠିବାପରେ ବିଛଣାକୁ ଅସଜଡା ରଖିଲେ ଶନି ଓ ରାହୁଙ୍କର ଅଶୁଭ ଦୃଷ୍ଟି ପଡିଥାଏ।

ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!

☘️🌸🙏ଜୟ ଜଗନ୍ନାଥ🙏🌸☘️

 

💞 ଆଜିର ଅନୁଚିନ୍ତା 💞ସୁଖ ଆଉ ଦୁଃଖ ଜୀବନରେ ଅତିଥି ଭଳି…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x