
➡️ ସରଳ ମନରେ ବ୍ୟାକୁଳ ହୋଇ ନ ଡାକିଲେ ଭଗବାନଙ୍କ ଦର୍ଶନ ମିଳେ ନାହିଁ |କୁଟିଳ ହୃଦୟ ଲୋକଠାରୁ ସିଏ ବହୁତ ଦୂରରେ ଥାଆନ୍ତି |
➡️ ଖୋଲା ଖୋଲି ଭାବେ ଯେ ଶତ୍ରୁତା କରେ ,ସେ ଠିକ କୋଷମୁକ୍ତ କୃପାଣ ପରି | ତାକୁ ବିଶେଷ ଡରିବା ଆବଶ୍ୟକ ନାହିଁ |କିନ୍ତୁ ଯିଏ ଉପରେ ସ୍ନେହମମତା ଦେଖାଇ ଭିତରେ ଭିତରେ କ୍ଷତି କରେ ,ତାକୁ ହିଁ ଡରିବାକୁ ହେବ |
➡️ କାହାରି ଦୋଷ ଦେଖିବ ନାହିଁ ,କୀଟ ପତଙ୍ଗଙ୍କ ମଧ୍ୟ | ଭଗବାନଙ୍କ ଠାରେ ଯେଭଳି ଭକ୍ତି ଲାଭ ପାଇଁ ପ୍ରାର୍ଥନା କରିବ ଯେପରି ତୁମେ କାହାରି ଦୋଷ ନଦେଖ |
ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କଣ୍ଟା ଥିବା ଗଛ,ଭଗ୍ନ ଚୈକି, ଭଗ୍ନ ଖଟ ଏବଂ ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ।
➡️ ସକାଳୁ ଉଠିବାପରେ ବିଛଣାକୁ ଅସଜଡା ରଖିଲେ ଶନି ଓ ରାହୁଙ୍କର ଅଶୁଭ ଦୃଷ୍ଟି ପଡିଥାଏ।
ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!
☘️🌸🙏ଜୟ ଜଗନ୍ନାଥ🙏🌸☘️