🎪🛕ଆଜିର ଅନୁଚିନ୍ତା🛕🎪ଦୁଇଟି ଲିମ୍ବପତ୍ର ସେବନ…

Neem-Leaves
Reading Time: < 1 minute

🍁🍁🍁🍁🍁🍁🍁🍁🍁🍁

➡️ପ୍ରତିଦିନ ସକାଳେ ଦୁଇଟି ଲିମ୍ବପତ୍ର ସେବନ କଲେ ଅନେକ ଉପକାର ମିଳିଥାଏ ।

➡️ଖାଇବା ବେଳେ ଗାଲରେ,ମୁଣ୍ଡରେ କିମ୍ବା ଗୋଡରେ ହାତ ରଖି ଖାଆନ୍ତୁ ନାହିଁ ।ଏପରି କଲେ ବହୁତ କ୍ଷତି ହୋଇଥାଏ ।

➡️ଦୀପର ମୁହଁ ପୂର୍ବ କିମ୍ବା ଉତ୍ତରକୁ ରହିଲେ ଶୁଭ ହୋଇଥାଏ ।ଦକ୍ଷିଣ କିମ୍ବା ପଶ୍ଚିମକୁ ରହିଲେ ଅଶୁଭ ହୋଇଥାଏ ।

➡️ଯୌବନକୁ ଅଧିକ ଦିନ ରଖିବା ପାଇଁ ଗାଜର ଖାଆନ୍ତୁ ,ସବୁ ପ୍ରକାର କୋଳି ଖାଆନ୍ତୁ ଓ ହଳଦୀ ପାଣି ପିଅନ୍ତୁ ।

➡️ଯଦି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ ଦୁଇଟି ବାଉଁଶ ତିଆରି ବଂଶୀକୁ ଡ୍ରଇଁରୁମ୍ ରେ ସଜାଇ ରଖନ୍ତୁ ।

➡️ପାଟିରୁ ବାହାରୁଥିବା ବର୍ଜ୍ଯବସ୍ତୁକୁ ଘର ଭିତରେ ଏଣେ ତେଣେ ନ ପକାଇ ବାହାରେ କିମ୍ବା ଡଷ୍ଟବିନ୍ ରେ ପକାଇଲେ ଯଶ ଓ ସମ୍ମାନ ରହିଥାଏ ।

➡️ଯେତେବେଳେ ନିଜ ମନରେ ଅଧିକ କ୍ରୋଧ ଆସିବ ସେତେବେଳେ ୧ ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟାକୁ ମନେ ମନେ ଗଣନ୍ତୁ କିମ୍ବା ନିଜ ମୁହଁକୁ ଆଇନରେ ଦେଖନ୍ତୁ ଏବଂ ମୁଣ୍ଡକୁ ପାନିଆରେ ବାରମ୍ବାର କୁଣ୍ଡାନ୍ତୁ ।

➡️ସେଓ ସହିତ ଅଳ୍ପ ଲୁଣ ମିଶାଇ କିଛି ଦିନ ଖାଇବା ଦ୍ଵାରା ମୁଣ୍ଡ ବିନ୍ଧା ରୋଗ ଭଲ ହୋଇଥାଏ ।

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

 

💞 ଆଜିର ଅନୁଚିନ୍ତା 💞ମୂଲ୍ୟ ପାଣିରେ ନ ଥାଏ ମୂଲ୍ୟ ଶୋଷରେ ଥାଏ!

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.