
➡️”ଜୀବନ୍ତ ଲୋକର ଗୋଟିଏ ଶ୍ମଶାନ ଅଛି – ତାହାର ନାମ ଆଳସ୍ୟ ।”
➡️”ମୋ ବ୍ୟତୀତ ଅନ୍ୟ ସମସ୍ତେ। ଯଦି ଏ ଦୁନିଆରେ ଅନ୍ଧ ହୋଇଥାନ୍ତେ, ତା’ହେଲେ ଦାମିକା ପୋଷାକ ପତ୍ର, ଖଟ ପଲଙ୍କ ବଡ ବଡ ଘରବାଡି ମୋର ଦରକାର ହୁଅନ୍ତା ନାହିଁ, କାରଣ ଅନ୍ୟମାନଙ୍କ ଆଖି ହିଁ ମୋତେ ବିଳାସବ୍ୟସନ ଆଡକୁ ଟାଣୀ ନେଉଛି ”
➡️’ପାପ ମୋ’ ନିକଟକୁ ଆସିବ ନାହିଁ’ ଏହିପରି ଭାବି ପାପ ପ୍ରତି ଅବମାନନା ଦେଖାଇବା ଅନୁଚିତ । ବିନ୍ଦୁ ବିନ୍ଦୁ ଜଳ ପଡି ଜଳ କୁମ୍ଭ ପୂର୍ଣ୍ଣ ହୋଇଯାଏ । ପାପର ଅଳ୍ପ ଅଳ୍ପ ଆହରଣ କରି ମୂର୍ଖ ପାପରେ ପୂର୍ଣ୍ଣ ହୋଇଯାଏ”
➡️”ପାପର ପଥରେ ଲୋକ ଲାଭବାନ୍ ହୋଇପାରେ, କିନ୍ତୁ ସେ ଲାଭ, ସେ ଉନ୍ନତି କେତେଦିନ ପାଇଁ?ସମୟ ସ୍ରୋତରେ ପାପ ମିଳାଇ ଯିବ, ଯାହା ନ୍ୟାୟ, ଯାହା ସତ୍ୟ, ତାହା ହିଁ ନିତ୍ୟ ରହିବ”
➡️”ଇଶ୍ବର ସବୁଠାରେ ବିଦ୍ୟମାନ, ସେ ଆମ ସମସ୍ତଙ୍କର ପିତା ଏବଂ ସେଥିପାଇଁ ଆମେ ସମସ୍ତଙ୍କ ସହିତ ସ୍ନେହପୂର୍ଣ୍ଣ ଭାବରେ ବଞ୍ଚିବା ଉଚିତ |”
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹