🌹☘️🙏🏻” ଆଜିର ଅନୁଚିନ୍ତା “🙏🏻☘️🌹ଜୀବନ୍ତ ଲୋକ

Hopeless stories
Reading Time: < 1 minute

➡️”ଜୀବନ୍ତ ଲୋକର ଗୋଟିଏ ଶ୍ମଶାନ ଅଛି – ତାହାର ନାମ ଆଳସ୍ୟ ।”

➡️”ମୋ ବ୍ୟତୀତ ଅନ୍ୟ ସମସ୍ତେ। ଯଦି ଏ ଦୁନିଆରେ ଅନ୍ଧ ହୋଇଥାନ୍ତେ, ତା’ହେଲେ ଦାମିକା ପୋଷାକ ପତ୍ର, ଖଟ ପଲଙ୍କ ବଡ ବଡ ଘରବାଡି ମୋର ଦରକାର ହୁଅନ୍ତା ନାହିଁ, କାରଣ ଅନ୍ୟମାନଙ୍କ ଆଖି ହିଁ ମୋତେ ବିଳାସବ୍ୟସନ ଆଡକୁ ଟାଣୀ ନେଉଛି ”

➡️’ପାପ ମୋ’ ନିକଟକୁ ଆସିବ ନାହିଁ’ ଏହିପରି ଭାବି ପାପ ପ୍ରତି ଅବମାନନା ଦେଖାଇବା ଅନୁଚିତ । ବିନ୍ଦୁ ବିନ୍ଦୁ ଜଳ ପଡି ଜଳ କୁମ୍ଭ ପୂର୍ଣ୍ଣ ହୋଇଯାଏ । ପାପର ଅଳ୍ପ ଅଳ୍ପ ଆହରଣ କରି ମୂର୍ଖ ପାପରେ ପୂର୍ଣ୍ଣ ହୋଇଯାଏ”

➡️”ପାପର ପଥରେ ଲୋକ ଲାଭବାନ୍ ହୋଇପାରେ, କିନ୍ତୁ ସେ ଲାଭ, ସେ ଉନ୍ନତି କେତେଦିନ ପାଇଁ?ସମୟ ସ୍ରୋତରେ ପାପ ମିଳାଇ ଯିବ, ଯାହା ନ୍ୟାୟ, ଯାହା ସତ୍ୟ, ତାହା ହିଁ ନିତ୍ୟ ରହିବ”

➡️”ଇଶ୍ବର ସବୁଠାରେ ବିଦ୍ୟମାନ, ସେ ଆମ ସମସ୍ତଙ୍କର ପିତା ଏବଂ ସେଥିପାଇଁ ଆମେ ସମସ୍ତଙ୍କ ସହିତ ସ୍ନେହପୂର୍ଣ୍ଣ ଭାବରେ ବଞ୍ଚିବା ଉଚିତ |”

🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹

 

🎪🛕ଆଜିର ଅନୁଚିନ୍ତା🛕🎪ସୂର୍ଯ୍ୟ ଏବଂ ଚନ୍ଦ୍ର…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x