
➡️ସମସ୍ତେ ରାଗଟା ହିଁ ଦେଖନ୍ତି,କିନ୍ତୁ ରାଗର କାରଣଟା କେହି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ।
➡️ହେ ଈଶ୍ବର ସୁଖ ଏତିକି ଦିଅ ଯେ ମନରେ ଅହଙ୍କାର ନ ଆସୁ ଆଉ ଦୁଃଖ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରସା ନ ତୁଟୁ ।
➡️କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ ।
➡️ପ୍ରତ୍ୟେକ ବ୍ୟକ୍ତି ଭଲ ହୋଇ ନ ପାରନ୍ତି ହେଲେ ପ୍ରତ୍ୟେକ ବ୍ୟକ୍ତି ନିକଟରେ କିଛି ନା କିଛି ଭଲ ଗୁଣ ରହିଛି ।ତେଣୁ କାହା ପ୍ରତି ହେୟଜ୍ଞାନ କରନ୍ତୁ ନାହିଁ ।
➡️ଏ ଦୁନିଆରେ ଦୁଇ ପ୍ରକାର ଲୋକ ବଡ ଅସହାୟ, 1️⃣ରୂପ ବିନା ନାରୀ,2️⃣ଟଙ୍କା ବିନା ପୁରୁଷ ।
➡️କାଲିକୁ କିଏ ଦେଖିଛି ତେବେ କାଲିର ଅପେକ୍ଷା କଣ ପାଇଁ କରିଛ ଯାହା କରିବାର ଅଛି ଏବେଠାରୁ ଆରମ୍ଭ କରିଦେବା ଉଚିତ୍ ଅଟେ ।
➡️ବଞ୍ଚିବା ପାଇଁ କୌଣସି Perfect ମଣିଷ ଦରକାର ନାହିଁ, ବରଂ ଏହି ପରି ଏକ ମଣିଷ ଦରକାର ଯିଏ Respect ଆଉ Care କରୁଥିବ । ସେ ହିଁ ତୁମ ପାଇଁ Perfect ହେବ ।
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻