🎪🛕ଆଜିର ଅନୁଚିନ୍ତା🛕🎪ରାଗର କାରଣଟା ବୁଝିବାକୁ ଚେଷ୍ଟା କର!!

anger management thoughts
Reading Time: < 1 minute

➡️ସମସ୍ତେ ରାଗଟା ହିଁ ଦେଖନ୍ତି,କିନ୍ତୁ ରାଗର କାରଣଟା କେହି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ।
➡️ହେ ଈଶ୍ବର ସୁଖ ଏତିକି ଦିଅ ଯେ ମନରେ ଅହଙ୍କାର ନ ଆସୁ ଆଉ ଦୁଃଖ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରସା ନ ତୁଟୁ ।

➡️କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ ।

➡️ପ୍ରତ୍ୟେକ ବ୍ୟକ୍ତି ଭଲ ହୋଇ ନ ପାରନ୍ତି ହେଲେ ପ୍ରତ୍ୟେକ ବ୍ୟକ୍ତି ନିକଟରେ କିଛି ନା କିଛି ଭଲ ଗୁଣ ରହିଛି ।ତେଣୁ କାହା ପ୍ରତି ହେୟଜ୍ଞାନ କରନ୍ତୁ ନାହିଁ ।

➡️ଏ ଦୁନିଆରେ ଦୁଇ ପ୍ରକାର ଲୋକ ବଡ ଅସହାୟ, 1️⃣ରୂପ ବିନା ନାରୀ,2️⃣ଟଙ୍କା ବିନା ପୁରୁଷ ।

➡️କାଲିକୁ କିଏ ଦେଖିଛି ତେବେ କାଲିର ଅପେକ୍ଷା କଣ ପାଇଁ କରିଛ ଯାହା କରିବାର ଅଛି ଏବେଠାରୁ ଆରମ୍ଭ କରିଦେବା ଉଚିତ୍ ଅଟେ ।

➡️ବଞ୍ଚିବା ପାଇଁ କୌଣସି Perfect ମଣିଷ ଦରକାର ନାହିଁ, ବରଂ ଏହି ପରି ଏକ ମଣିଷ ଦରକାର ଯିଏ Respect ଆଉ Care କରୁଥିବ । ସେ ହିଁ ତୁମ ପାଇଁ Perfect ହେବ ।

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

 

☘🌸🌼🙏ମହତ ବାଣୀ🙏🌼🌸☘️ପାପ ମୋ’ ନିକଟକୁ ଆସିବ ନାହିଁ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.