ଆଜିର ଅନୁଚିନ୍ତା: ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ

Reading Time: < 1 minute Post Views: 157 ➡️ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ କରିନାହିଁ, ତା’ ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ । ➡️ଜୀବନରେ ଲୋକଙ୍କ କଥାକୁ ଶୁଣି କେବେ କିଛି ଭାବିବନି କାରଣ ସେମାନେ ତ ଅମୃତ ଭଣ୍ଡା କିଣିଲାବେଳେ ମଧ୍ୟ୍ୟ ପଚାରି ଦିଅନ୍ତି ମିଠା ଅଛି କି ନାହିଁ କିନ୍ତୁ ତାପରେ ଲୁଣ ଲଗେଇ ଖାଆନ୍ତି। ➡️ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ, ନହେଲେ ଭବିଷ୍ୟତର … Continue reading ଆଜିର ଅନୁଚିନ୍ତା: ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ