ଆଜିର ଅନୁଚିନ୍ତା: ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ

Thought of the day: Mistakes
Reading Time: < 1 minute

➡️ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ କରିନାହିଁ, ତା’ ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ।
➡️ଜୀବନରେ ଲୋକଙ୍କ କଥାକୁ ଶୁଣି କେବେ କିଛି ଭାବିବନି
କାରଣ ସେମାନେ ତ ଅମୃତ ଭଣ୍ଡା କିଣିଲାବେଳେ ମଧ୍ୟ୍ୟ ପଚାରି ଦିଅନ୍ତି ମିଠା ଅଛି କି ନାହିଁ କିନ୍ତୁ ତାପରେ ଲୁଣ ଲଗେଇ ଖାଆନ୍ତି।

➡️ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ, ନହେଲେ ଭବିଷ୍ୟତର ନିୟନ୍ତ୍ରଣ ନିଜ ହାତରେ ଅଛି। ଏହି କଥାକୁ ବୁଝି ବିଚାରି ସମସ୍ତେ ଆଗକୁ ବଢିବା ଉଚିତ।

➡️‪କର୍ମ ଛୋଟ ହେଉ ବା ବଡ଼ ନିଜ କର୍ମ କୁ ସମ୍ମାନ ଦିଅନ୍ତୁ l କର୍ମକୁ ସମ୍ମାନ ଦେବା ଯାହା ଇଶ୍ୱରଙ୍କୁ ସମ୍ମାନ କରିବା ସହ ସମାନ ହୋଇଥାଏ l ସେଥି ପାଇଁ ତ ‘କର୍ମ ହିଁ ଭଗବାନ’ ବୋଲି କୁହଯାଏ ।

➡️କୌଣସି ପଦ ପଦବୀ ରେ ନଥାଇ ବି ଯିଏ ଗରିବ ର ଦୁଃଖ ରେ ସହାୟ ହୋଇଥାଏ ସେ ସବୁବେଳେ ପୂଜ୍ୟ ଓ ସମ୍ମାନ ର ହକଦାର।

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

 

ଆଜିର ଅନୁଚିନ୍ତା

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.