ଆଜିର ଅନୁଚିନ୍ତା: ଈର୍ଷା ହେବା ସ୍ବାଭାବିକ!?

Thought of Day
Reading Time: < 1 minute

ଅନ୍ୟର ଉନ୍ନତି ଅବା ଜୀବନଶୈଳୀ ଦେଖି ମନରେ ଈର୍ଷା ହେବା ସ୍ବାଭାବିକ ପରନ୍ତୁ ନିଜ ପାଖରେ ଯାହା ଅଛି, ତାକୁ ନେଇ ମଧ୍ୟ ମନରେ ଆତ୍ମସନ୍ତୋଷଭାବ ରହିବା ନିହାତି ଆବଶ୍ୟକ।।

“ଝରଣା” ନିଜ ପାଣି ନିଜେ ପିଏ ନାହିଁ, “ବୃକ୍ଷ” ନିଜ ଫଳ ନିଜେ ଖାଇ ନଥାଏ, “ଦୀପ” ନିଜେ ଅନ୍ଧାରରେ ରହି ଦୁନିଆକୁ ଆଲୋକ ଦେଖାଏ, “ଫୁଲ” ନିଜର ମହକରେ ଅନ୍ୟ ମାନଙ୍କୁ ମହକାଉ ଥାଏ କାରଣ ସେମାନେ ଠିକ ବୁଝିଛନ୍ତି ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ହିଁ ପ୍ରକୃତ ଜୀବନ କୁହାଯାଏ।।

ସମୟ ସହ ଯଦି କୌଣସି ସମ୍ପର୍କ ବଦଳିଯାଏ, ତାହାଲେ ବୁଝିନେବେ ଯେ ସେ ସମ୍ପର୍କ, ସମ୍ପର୍କ ହିଁ ନ ଥିଲା , ଥିଲା କେବଳ “ପ୍ରୟୋଜନ”।।

🙏🙏ଜୟ ଜଗନ୍ନାଥ🙏🙏

 

Have a day of nice activity

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.