🌻ନୀତିବାଣୀ🌻ସମ୍ପର୍କ, ଦୋସ୍ତି ଓ ପ୍ରେମ

Thought of the Day
Reading Time: < 1 minute

➡️ସମ୍ପର୍କ, ଦୋସ୍ତି ଓ ପ୍ରେମ ତାଙ୍କ ସହିତ ରଖିବ… ଯିଏ ତୁମ ହସ ପଛରେ ଥିବା କଷ୍ଟ, କ୍ରୋଧ ପଛରେ ଥିବା ପ୍ରେମ ଆଉ ତୁମ ନିରବତା ପଛରେ ଥିବା କାରଣ କୁ ବୁଝି ପାରୁଥିବ।

➡️କାହାକୁ ଜବରଦସ୍ତି କରନାହିଁ ତୁମ ସହିତ କଥା ହେବାପାଇଁ। ଯଦି ତାଙ୍କ ହୃଦୟରେ ତୁମ ପାଇଁ ଭଲପାଇବା ଅଛିତ ସେ ଆପଣଙ୍କ ପାଇଁ ନିଶ୍ଚିତ ସମୟ ବାହାର କରିବେ।

➡️ଜୀବନରେ କେବେ କାହାକୁ କଷ୍ଟ ଦେବ ନାହିଁ। କାରଣ ସେ ତ ତୁମକୁ କ୍ଷମା କରିଦେବ କିନ୍ତୁ ଭୁଲି ପାରିବ ନାହିଁ।

➡️ଯେଉଁଠାରେ ଆପଣଙ୍କର ସମ୍ମାନ କରାଯାଇ ନଥାଏ ସେଠାକୁ ଯିବା ଛାଡି ଦିଅନ୍ତୁ। ସେ ସ୍ଥାନ କାହା ଘର ହେଉବା କାହା ହୃଦୟ।

➡️କଲମର ନିଜସ୍ୱ କ୍ଷମତା ନାହିଁ, ହେଲେ ଅନ୍ୟର ଆଙ୍ଗୁଳି ନିର୍ଦେଶରେ ସେ ବିଭିନ୍ନ କଥା ବର୍ଣନା କରିପାରିଥାଏ।

➡️ସଫଳତା…..!!! ଗୋଟିଏ ଦିନରେ ମିଳିବନି.. ଗୋଟିଏ ଦିନ ନିଶ୍ଚୟ ମିଳିବ।

➡️ଜୀବନରେ କେବେ ଏମିତି କିଛି ଭୁଲ କରନା……. ଯେଉଁଥି ପାଇଁ ନିଜ ମା ବାପା ମାନଙ୍କୁ ଅନ୍ୟ କାହା ଆଗରେ ମୁଣ୍ଡ ନୁଆଁଇବାକୁ ପଡିବ…

 

🌼🌸🙏ଜୟ ଶ୍ରୀକୃଷ୍ଣ🙏🌸🌼

 

🕉️🌸🙏ଚାଣକ୍ୟ ବାଣୀ🙏🌸🕉️

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.