🎪🛕ଆଜିର ଅନୁଚିନ୍ତା🛕🎪ସମୟ ପରିବର୍ତ୍ତନ…

Time change
Reading Time: < 1 minute

➡️ଜୀବନକୁ ବହୁତ ଲୋକ ଆସିଥାନ୍ତି, କିଛି ଲୋକ ସମୟ ସହ ପରିବର୍ତ୍ତନ ହୋଇ ଯାଇଥାନ୍ତି ଆଉ କିଛି ଲୋକ ଆମକୁ ପରିବର୍ତ୍ତନ କରିଦେଇଥାନ୍ତି ।
➡️ଦୁଷ୍ଟ ଲୋକମାନଙ୍କର ମିଠା ମିଠା କଥା ଦିନେ ନା ଦିନେ ଆମକୁ ଅସୁସ୍ଥ କରିଦେଇଥାଏ କିନ୍ତୁ ଭଲ ଲୋକମାନଙ୍କର କୋଠର କଥାରେ ଭଲପାଇବା ଲୁଚି ରହିଥାଏ ।

➡️ପାଟିରେ ଖାଲି ନିଜର ନିଜର ଏମିତି ତ ସମସ୍ତେ କହନ୍ତି, କିଏ ପ୍ରକୃତରେ ଆପଣାର ତାହା ତ କେବଳ ସମୟ ହିଁ କହିଦିଏ ।

➡️ଯୋଡିବା ହୁଏତ ସମ୍ଭବ ହୋଇନପାରେ କିନ୍ତୁ ପାରସ୍ପରିକ ବୁଝାମଣା ଦ୍ଵାରା ସମ୍ପର୍କରେ ଟିକିଏ ସ୍ଥିରତା ନିଶ୍ଚିତ ଭାବରେ ଆସିବ ।

➡️ଝିଅ ଟିଏ କେବେ ଘରର ବୋଝ ହୋଇନଥାଏ ।ବରଂ ଘରର ବୋଝକୁ ଉଠେଇଥାଏ — କେବେ ସ୍ତ୍ରୀ ହୋଇ ତ ଆଉ କେବେ ମାଆ ହୋଇ ।

➡️ଅନ୍ୟର Againstରେ ଯଦି କେହି ଆପଣଙ୍କୁ କହୁଛି, ତା’ହେଲେ ମନେ ରଖନ୍ତୁ – ଆପଣଙ୍କ Againstରେ ସେ ଅନ୍ୟକୁ କହିବାକୁ ପଛେଇବ ନାହିଁ ।.

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

 

🌹☘️” ମହାପରୁଷଙ୍କ ବାଣୀ “☘️🌹ସେବା…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.