perfect thought on Shyness

🎪🛕ଆଜିର ଅନୁଚିନ୍ତା🛕🎪କେବେ ବି ଲାଜ କରିବ ନାହିଁ…

SHyness
Reading Time: < 1 minute

➡️ଏହି ଚାରୋଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ
⭐ପୁରୁଣା ବସ୍ତ୍ର —-
⭐ଗରିବ ସାଙ୍ଗ —-
⭐ସାଧାରଣ ଜୀବନ — ଏବଂ
⭐ବୟସ୍କ ବାପା ମାଆ —
➡️ମଣିଷର ଅସଲ ଚରିତ୍ର ତେବେ ସାମ୍ନାକୁ ଆସିଥାଏ —
ଯେବେ ସେ ନିଶାରେ ଥାଏ, ସେ ନିଶା ଧନର ନିଶା ହେଇଥାଉ, ପଦର ନିଶା ହୋଇଥାଉ ବା ମଦର ନିଶା ହୋଇଥାଉ ।

➡️ପିତା ମାତାଙ୍କ ଆଖିରେ ଦୁଇଥର ଲୁହ ଆସିଥାଏ
୧: ଯେବେ ଝିଅ ଶାଶୁଘର ଚାଲିଯାଏ ।
୨: ଯେବେ ପୁଅ ମୁହଁ ମୋଡିଦିଏ ।

➡️ଉପଯୋଗ ନ ଥିଲେ – ଧନ ବ୍ଯର୍ଥ
ବିନମ୍ରତା ନ ଥିଲେ – ବିଦ୍ଯା ବ୍ଯର୍ଥ
ସାହସ ନ ଥିଲେ – ଅସ୍ତ୍ରଶସ୍ତ୍ର ବ୍ଯର୍ଥ
ଗୁଣ ନ ଥିଲେ – ରୂପ ବ୍ଯର୍ଥ
ପରୋପକାର ନ କଲେ – ଜୀବନ ବ୍ଯର୍ଥ

➡️ଜୀବନରେ ସବୁଠାରୁ ବଡ Surprise ହେଉଛି ମୃତ୍ୟୁ ।ହଠାତ୍ ଦିନେ ଆସି ସମସ୍ତଙ୍କୁ ଚମକାଇ ଦେବ !

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 🔘ଜୟ ଜଗନ୍ନାଥ🔘🙏🏻

 

🌹☘️🙏🏻” ଗୀତା ଉପଦେଶ “🙏🏻☘️🌹ସର୍ବୋଚ୍ଚ ବାସସ୍ଥାନ…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x