
➡️”କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ, ନିଜକୁ ତିନୋଟି ପ୍ରଶ୍ନ ପଚାର – ମୁଁ ଏହା କାହିଁକି କରୁଛି?, ଫଳାଫଳ କ’ଣ ହୋଇପାରେ ଏବଂ ମୁଁ ସଫଳ ହେବି? ଏବଂ ଗଭୀର ଭାବରେ ଚିନ୍ତା କରିବାପରେ, ଏହି ପ୍ରଶ୍ନଗୁଡିକର ସନ୍ତୋଷଜନକ ଉତ୍ତର ଯଦି ମିଳିଲା, ତାପରେ ହିଁ ଆଗକୁ ବଢ଼ନ୍ତୁ।”
➡️”କ୍ରୋଧକୁ ପାଳିକି ରଖିବା ହେଉଛି ଗରମ କୋଇଲା କାହା ଉପରେ ପକେଇବା ସହ ସମାନ ହୋଇଥାଏ।ଏଥିରେ କେବଳ ତୁମେ ହିଁ ଜଳିବ।”
➡️”ମୁଁ ଶୁଣେ ଏବଂ ଭୁଲିଯାଏ, ମୁଁ ଦେଖେ ଏବଂ ମନେ ରଖେ, ମୁଁ କୌଣସି କାମ କରେ ଏବଂ ମୁଁ ବୁଝିଯାଇଥାଏ |”
➡️”ମନ ବିଚଳିତ ଏବଂ ନିୟନ୍ତ୍ରଣ କରିବା କଷ୍ଟକର, କିନ୍ତୁ ଅଭ୍ୟାସ ସହିତ ଏହାକୁ ନିୟନ୍ତ୍ରଣ କରାଯାଇପାରିବ |”
➡️”କିଛି ଲୋକ ବିପରୀତ ପରିସ୍ଥିତିରେ ଭାଙ୍ଗି ପଡ଼ି ଥାନ୍ତି ଏବଂ ଆଉ କିଛି ଲୋକ ରେକର୍ଡ ଭାଙ୍ଗି ଥାନ୍ତି |”
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹