🌸☘️🌹”ଆଜିର ସୁବିଚାର”🌹☘️ଗୋଟିଏ ବୁନ୍ଦା ପ୍ରେମ…

Drop of Love
Reading Time: < 1 minute

➡️ଏହି ତିକ୍ତ ସଂସାରରେ ଗୋଟିଏ ବୁନ୍ଦା ପ୍ରେମ/ସ୍ନେହଜଳ ବିନ୍ଦୁ ମରୁଭୂମିରେ ସାଗର ପରି I ଗୋଟିଏ ବିନ୍ଦୁ ସ୍ନେହ ଜଣେ ଅଯୋଗ୍ୟ ବ୍ୟକ୍ତିକୁ ମଧ୍ୟ ଯୋଗ୍ୟ କରିପାରେ I

➡️କଥାରେ ଅଛି ଭଗବାନ ମଧ୍ୟ ପ୍ରେମର ଭୋକିଲା I ବାସ୍ତବରେ ଭଗବାନ ଶାସ୍ୱତ ପ୍ରେମର ପ୍ରତୀକ I ଧରାପୃଷ୍ଠର ସମସ୍ତ ଜୀବ ପ୍ରତି ତାଙ୍କର ସମାନ ପ୍ରେମ ରହିଛି I

➡️ଜଣେ ଫୁଲକୁ ଭଲ ପାଇବା ବ୍ୟକ୍ତି କେବେ ଫୁଲକୁ ଗଛରୁ ଅଲଗା କରେନାହିଁ ବରଂ ଗଛ ଉପରେ ପ୍ରଷ୍ଫୁଟିତ ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରେ I

➡️ସମସ୍ତଙ୍କୁ ସମାନ ପ୍ରେମ କଲେ ସମାନତାର ଜୀବନ ଅନୁଭବ ହେବ I

➡️ସ୍ନେହ ବା ପ୍ରେମର ଅନୁଭବ ମଣିଷର ଶବ୍ଦ ବା କର୍ମ ଠାରୁ ଅଧିକ ଶକ୍ତିଶାଳୀ I

🌹ଶୁଭ ସକାଳ🌹
🌹☘️🌸🙏🏻ଜୟ ଶ୍ରୀକୃଷ୍ଣ🙏🏻🌸☘️🌹

 

💝ଆଜିର ଅନୁଚିନ୍ତା💝କଠିନ ପରିଶ୍ରମ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.