
➡️ଏହି ତିକ୍ତ ସଂସାରରେ ଗୋଟିଏ ବୁନ୍ଦା ପ୍ରେମ/ସ୍ନେହଜଳ ବିନ୍ଦୁ ମରୁଭୂମିରେ ସାଗର ପରି I ଗୋଟିଏ ବିନ୍ଦୁ ସ୍ନେହ ଜଣେ ଅଯୋଗ୍ୟ ବ୍ୟକ୍ତିକୁ ମଧ୍ୟ ଯୋଗ୍ୟ କରିପାରେ I
➡️କଥାରେ ଅଛି ଭଗବାନ ମଧ୍ୟ ପ୍ରେମର ଭୋକିଲା I ବାସ୍ତବରେ ଭଗବାନ ଶାସ୍ୱତ ପ୍ରେମର ପ୍ରତୀକ I ଧରାପୃଷ୍ଠର ସମସ୍ତ ଜୀବ ପ୍ରତି ତାଙ୍କର ସମାନ ପ୍ରେମ ରହିଛି I
➡️ଜଣେ ଫୁଲକୁ ଭଲ ପାଇବା ବ୍ୟକ୍ତି କେବେ ଫୁଲକୁ ଗଛରୁ ଅଲଗା କରେନାହିଁ ବରଂ ଗଛ ଉପରେ ପ୍ରଷ୍ଫୁଟିତ ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରେ I
➡️ସମସ୍ତଙ୍କୁ ସମାନ ପ୍ରେମ କଲେ ସମାନତାର ଜୀବନ ଅନୁଭବ ହେବ I
➡️ସ୍ନେହ ବା ପ୍ରେମର ଅନୁଭବ ମଣିଷର ଶବ୍ଦ ବା କର୍ମ ଠାରୁ ଅଧିକ ଶକ୍ତିଶାଳୀ I
🌹ଶୁଭ ସକାଳ🌹
🌹☘️🌸🙏🏻ଜୟ ଶ୍ରୀକୃଷ୍ଣ🙏🏻🌸☘️🌹