🌹” ଜୀବନ ଦର୍ଶନ “🌹ଆକାଶ ମେଘ…

Foresight
Reading Time: < 1 minute

🌹➡️ଆକାଶରେ ଯେପରି ମେଘ ଉଠେ ଓ ଶାନ୍ତ ହୋଇ ଯାଏ, ସେହିପରି ମନରେ ଅନେକ ସ୍ଫୁରଣ ଆସେ ଓ ଚାଲି ଯାଏ।

ଆକାଶରେ ଯେତେ ମେଘ ଆସିଲେ ଓ ଚାଲିଗଲେ ସୁଦ୍ଧା ଆକାଶରେ କିଛି ପରିବର୍ତ୍ତନ ହୁଏ ନାହିଁ। ତାହା ଯଥାବତ୍ ରହେ, ସେହିପରି ଧ୍ୟାନ ସମୟରେ କିଛି ସ୍ମରଣ ଆସୁ ବା ନ ଆସୁ, ପରମାତ୍ମା ଯଥାବତ୍ ପରିପୂର୍ଣ୍ଣ ଅଛନ୍ତି, କିଛି ସ୍ମରଣ ନ ହେଲେ ମଧ୍ୟ ସେଥିରେ ପରମାତ୍ମା ଅଛନ୍ତି।⬅️🌹

🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹

 

🌹☘️🙏🏻” ଗୀତା ଉପଦେଶ “🙏🏻☘️🌹ପ୍ରଶାନ୍ତ ଚିତ୍ତ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.