inspirational spiritual quotes

☘️🌸🌼🙏ସତ୍ୟ ବଚନ🙏🌼🌸☘️ଏ ଦୁନିଆ ଟା ଏମିତି!

Thoughts on WOrld
Reading Time: < 1 minute

➡️ ତୁମକୁ ଯିଏ ଥଟ୍ଟା କରୁଛି ତାକୁ ଥଟ୍ଟା କରିବାକୁ ଦିଅ, ତୁମକୁ ଯିଏ ଖରାପ ଭାବୁଛି ତାକୁ ଭାବିବା କୁ ଦିଅ, କାରଣ ଏ ଦୁନିଆ ଟା ଏମିତି..!
ଏଠି ଭଲ ଲୋକଙ୍କୁ ମିଳେ ନିନ୍ଦା ଖରାପ ଲୋକଙ୍କୁ ମିଳେ ପ୍ରଶଂସା ll

➡️ ଅଭିମାନ ସେହି କରେ ଯିଏ ତୁମକୁ ପ୍ରକୁତରେ ଭଲ ପାଏ, କଥା କଥାରେ ଝଗଡା ସେହି କରେ ଯିଏ ତୁମକୁ ଅନୁଭବ କରେ, ତୁମର ଦୋଷ ସେହି ଖୋଜିବ ଯିଏ ତୁମକୁ ସବୁ ସମୟ ରେ miss କରେ ll

➡️ ଜଣେ ଯଦି କିଛି ଭୁଲ ନ କରି ତୁମ ନିକଟରେ ମୁଣ୍ଡ ନୂଆଏ ତେବେ ସେଇଟା ତାହାର ଦୁର୍ବଳତା ନୁହଁ, ବରଂ ତାହା ତୁମ ପ୍ରତି ଥିବା ଅତୁଟ ଭଲ ପାଇବା ll

➡️ ମନୁଷ୍ୟ ଦୁଇଟି କାରଣ ଯୋଗୁ ସମ୍ପୂର୍ଣ ରୂପେ ବଦଳିଯାଏ ଗୋଟିଏ ସେତେବେଳେ , ଯେତେବେଳେ ଜୀବନରେ କିଛି ବିଶେଷ ଜିନିଷ ଆସିଥାଏ ..! ଓ ଯେତେବେଳେ ଜୀବନରୁ କିଛି ବିଶେଷ ଜିନିଷ ଦୁରେଇ ଯାଏ ll

➡️ ବଡ ବିଚିତ୍ର ଶବ୍ଦ ଏ “SORRY”
ମଣିଷ କହିଲେ ଝଗଡା ଶେଷ ଡାକ୍ତର କହିଲେ ମଣିଷ ଶେଷ !!

➡️ କିଏ କାହାକୁ ଭୁଲି ଯାଏ…

1. ଶିକ୍ଷା ଶେଷରେ ଶିଷ୍ୟ ଗୁରୁଙ୍କୁ !

2. ପୁତ୍ର ବିବାହ ହେଲାପରେ ପିତାମାତାଙ୍କୁ !

3. ଯାତ୍ରୀ ନଦୀ ପାରିହେବା ପରେ ନାଉରିଆକୁ !

4. ରୋଗୀ ଆରୋଗ୍ୟ ହେବା ପରେ Doctor ଙ୍କୁ￰ ଭୁଲି ଯାଏ !

☘️🌸🙏ଜୟ ଜଗନ୍ନାଥ🙏🌸☘️

 

🌸☘️🙏ଆଜିର ଭାଗବତ ବାଣୀ🙏☘️🌸

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x