
➡️ନିଜ ଜୀବନକୁ ଅନ୍ୟମାନଙ୍କ ସହିତ ତୁଳନା କର ନାହିଁ। ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ କୌଣସି ତୁଳନା ନାହିଁ, ଯେତେବେଳେ ସେମାନଙ୍କର ସମୟ ଆସେ ସେତେବେଳେ ସେମାନେ ଉଜ୍ଜ୍ୱଳ ହୁଅନ୍ତି ।
➡️କେବେ ଦୁଃଖ କରନ୍ତୁ ନାହିଁ, ତୁମ ପାଖରେ ଏଇଟା, ନାହିଁ ସେଇଟା ନାହିଁ ବୋଲି । ବାସ୍ ଭଗବାନ ଯାହା ଦେଇଛନ୍ତି ସେତିକିରେେ ସନ୍ତୁଷ୍ଟ ହୁଅ ।ହୁଏତ ତମ ପାଖରେ ଧନୀ ମାନଙ୍କ ପରି ଧନ ସମ୍ପତ୍ତି ନାହିଁ, କିନ୍ତୁ ଦୁନିଆରେ ବହୁତ ଲୋକ ଅଛନ୍ତି ଯାହାଙ୍କୁ ଖାଇବାକୁ ଦିମୁଠା ଦାନା ବି ମିଳେନାହିଁ ।
➡️ଯେଉଁ ଲୋକଟି ସମସ୍ତଙ୍କୁ ଭଲରେ ରହିବାକୁ ଉପଦେଶ ଦିଏ ସେହି ଲୋକଟି ବେଳେ ବେଳେ ନିଜକୁ ଭଲରେ ରଖିବାକୁ ବାଟ ଖୋଜି ପାଏନା।
➡️ସତକୁ କେବଳ ସତ ଭାବରେ କହି ଚାଲନ୍ତୁ, ଦେଖିବେ ଅତି ଭଲ ସମ୍ପର୍କ ଭିତରୁ କିପରି ଶତ୍ରୁତା ବାହାରି ଆସିବ ।
➡️ଦୀପ ମାଟିର ହେଉ କି ସୁନାର, ସେଇଟା Important ନୁହେଁ… ଏହା କେତେ ପରିମାଣର ସ୍ଥାନକୁ ଆଲୋକିତ କରୁଛି ତାହା Important. ସେହିପରି ମଣିଷ ଗରିବ ହେଉକି ଧନୀ ତାହା Important ନୁହେଁ … ସୁନ୍ଦର ବ୍ଯବହାର ସବୁଠାରୁ Important…!
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ…!
🙏🏻 🔘ଜୟ ଜଗନ୍ନାଥ🔘🙏🏻