Happy Spiritual Quotes About Sun and Moon

🎪🛕ଆଜିର ଅନୁଚିନ୍ତା🛕🎪ସୂର୍ଯ୍ୟ ଏବଂ ଚନ୍ଦ୍ର…

Sun Moon
Reading Time: < 1 minute

➡️ନିଜ ଜୀବନକୁ ଅନ୍ୟମାନଙ୍କ ସହିତ ତୁଳନା କର ନାହିଁ। ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ କୌଣସି ତୁଳନା ନାହିଁ, ଯେତେବେଳେ ସେମାନଙ୍କର ସମୟ ଆସେ ସେତେବେଳେ ସେମାନେ ଉଜ୍ଜ୍ୱଳ ହୁଅନ୍ତି ।

➡️କେବେ ଦୁଃଖ କରନ୍ତୁ ନାହିଁ, ତୁମ ପାଖରେ ଏଇଟା, ନାହିଁ ସେଇଟା ନାହିଁ ବୋଲି । ବାସ୍ ଭଗବାନ ଯାହା ଦେଇଛନ୍ତି ସେତିକିରେେ ସନ୍ତୁଷ୍ଟ ହୁଅ ।ହୁଏତ ତମ ପାଖରେ ଧନୀ ମାନଙ୍କ ପରି ଧନ ସମ୍ପତ୍ତି ନାହିଁ, କିନ୍ତୁ ଦୁନିଆରେ ବହୁତ ଲୋକ ଅଛନ୍ତି ଯାହାଙ୍କୁ ଖାଇବାକୁ ଦିମୁଠା ଦାନା ବି ମିଳେନାହିଁ ।

➡️ଯେଉଁ ଲୋକଟି ସମସ୍ତଙ୍କୁ ଭଲରେ ରହିବାକୁ ଉପଦେଶ ଦିଏ ସେହି ଲୋକଟି ବେଳେ ବେଳେ ନିଜକୁ ଭଲରେ ରଖିବାକୁ ବାଟ ଖୋଜି ପାଏନା।

➡️ସତକୁ କେବଳ ସତ ଭାବରେ କହି ଚାଲନ୍ତୁ, ଦେଖିବେ ଅତି ଭଲ ସମ୍ପର୍କ ଭିତରୁ କିପରି ଶତ୍ରୁତା ବାହାରି ଆସିବ ।

➡️ଦୀପ ମାଟିର ହେଉ କି ସୁନାର, ସେଇଟା Important ନୁହେଁ… ଏହା କେତେ ପରିମାଣର ସ୍ଥାନକୁ ଆଲୋକିତ କରୁଛି ତାହା Important. ସେହିପରି ମଣିଷ ଗରିବ ହେଉକି ଧନୀ ତାହା Important ନୁହେଁ … ସୁନ୍ଦର ବ୍ଯବହାର ସବୁଠାରୁ Important…!

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ…!

🙏🏻 🔘ଜୟ ଜଗନ୍ନାଥ🔘🙏🏻

 

 

🌹☘️🙏🏻” ଆଜିର ଅନୁଚିନ୍ତା “🙏🏻☘️🌹ଅପମାନ…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x