◦•●◉✿☆༒ ଜୟ ଶ୍ରୀକ୍ରିଷ୍ଣା ༒ ☆✿◉●•◦🌻☘️🌹”ଜୀବନ ଦର୍ଶନ”🌹☘️🌻

Spiritual Thoughts
Reading Time: < 1 minute

“ଜୀବନ ରେ କଣ ହେବାକୁ ଚାହଁ?” ସବୁଠାରୁ ସାଧାରଣ ପ୍ରଶ୍ନ ଟିଏ।

ସମସ୍ତେ ଏହି ପ୍ରଶ୍ନ ପଚାରିଥାନ୍ତି। ପ୍ରଶ୍ନଟିକୁ ଟିକେ ବଦଳାଇ ଦେଖନ୍ତୁ। “ଜୀବନ ଆମଠାରୁ କଣ ଚାହେଁ?” ସବୁଠାରୁ ଅସାଧରଣ ପ୍ରଶ୍ନ ଟିଏ।ଏବଂ କେହି ଏକଥା ପଚାରନ୍ତି ନାହିଁ ଆମକୁ। ଏହି ପ୍ରଶ୍ନ ଉଠେ ଆମ ନିଜସ୍ୱ ହୃଦୟରୁ..ହୃଦୟ ପ୍ରଶ୍ନ କରିଥାଏ ଆମ ଆତ୍ମାକୁ..ଯେବେ ସମସ୍ତ ଶକ୍ତିର ସମାପ୍ତି ଘଟେ..

ଏହି ପରି ସନ୍ଦେହ ଭରା ପ୍ରଶ୍ନ ଉପୁଜେ ହୃଦୟରେ। ଜୀବନ ସରିଯାଏ ହେଲେ ଜୀବନକୁ ବୁଝି ହୁଏ ନାହିଁ। ଜୀବନ ଦର୍ଶନ ହେଉଛି ଏକ ପ୍ରୟାସ ଜୀବନ ଏବଂ ଏହା ସହ ଜଡିତ ସମସ୍ତ ସତ୍ତାକୁ ବୁଝିବାର। ଜୀବନ ର ଲକ୍ଷ୍ୟ ସହ ଆତ୍ମା ଓ ହୃଦୟ ଲକ୍ଷ୍ୟକୁ ଏକ କରିବାର।

🌹ଶୁଭ ସକାଳ🌹
🌼🌸🙏ଜୟ ଶ୍ରୀକ୍ରିଷ୍ଣା 🙏🌸🌼

◦•●◉✿☆༒ ଜୟ ଶ୍ରୀକ୍ରିଷ୍ଣା ༒ ☆✿◉●•◦

 

💞 ଆଜିର ଅନୁଚିନ୍ତା 💞ସୁଖ ଆଉ ଦୁଃଖ ଜୀବନରେ ଅତିଥି ଭଳି…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.