
ସମୟ ସହ ଯଦି କୌଣସି ସମ୍ପର୍କ ବଦଳିଯାଏ,ବୁଝିନେବେ ସେ ସମ୍ପର୍କ ସମ୍ପର୍କ ନ ଥିଲା , “ପ୍ରୟୋଜନ” ଥିଲା ।।
ଅନ୍ୟର ଉନ୍ନତି ଅବା ଜୀବନଶୈଳୀ ଦେଖିଲେ ମନରେ ଈର୍ଷା ହେବା ସ୍ବାଭାବିକ ହେଲେ ନିଜ ପାଖରେ ଯାହା ଅଛି, ତାକୁ ନେଇ ମଧ୍ୟ ମନରେ ଆତ୍ମସନ୍ତୋଷଭାବ ରହିବା ଆବଶ୍ୟକ।।
ସେହି ବ୍ୟକ୍ତିମାନେ ହିଁ ଅସଫଳ ହୁଅନ୍ତି ଯେଉଁମାନେ କେବଳ ଚିନ୍ତା କରନ୍ତି କିନ୍ତୁ କର୍ମ କରନ୍ତି ନାହିଁ ।।
ଯେଉଁମାନଙ୍କ ସାହାସ ଅଧିକ, ସେମାନେ ସଡ଼କ ନୁହେଁ, ଆକାଶର କଥା କହନ୍ତି ।।
ଯଦି ମନୁଷ୍ୟ ଶିଖିବାକୁ ଚାହିଁବ ତା ହେଲେ ତା’ର ପ୍ରତ୍ୟେକ ଭୁଲ ତାକୁ ଅନେକ କିଛି ଶିଖାଇପାରେ ।।
🙏🙏ଜୟ ଜଗନ୍ନାଥ🙏🙏