🎪🛕ଆଜିର ଅନୁଚିନ୍ତା🛕🎪ଜୀବନରେ ଦୁଃଖ କଷ୍ଟ ଆସିବା Part of Life ଅଟେ

Positive energy at home
Reading Time: < 1 minute

🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁

➡️ଘରର ସିଡି ଭିତରକୁ ପଶିବାର ଡାହାଣପଟେ ରହିଲେ ଏହା ଘରର ଶାନ୍ତି ସୁଖ ଦେଇଥାଏ ।

➡️ଭବିଷ୍ୟତରେ କାମରେ ଆସିବ ଭାବି କୌଣସି ଅଳିଆ ଆବର୍ଜନାକୁ ଘରେ ଠୁଳ କରି ରଖନ୍ତୁ ନାହିଁ ।

➡️ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ ।ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁ ନ ଥିବା ସ୍ଥାନରେ ରଖନ୍ତୁ ।

➡️ଅବସ୍ଥା ତ ସମସ୍ତେ ପଚାରିଥାଆନ୍ତି,କିନ୍ତୁ ବ୍ଯବସ୍ଥା କେବଳ ମାଆ ବାପା ହିଁ କରିଥାଆନ୍ତି ।

➡️ଗରିବ ହେଉ ବା ଧନୀ — ଅପମାନର ଯନ୍ତ୍ରଣା ଟା ସମସ୍ତଙ୍କୁ ସମାନ ହିଁ ଲାଗିଥାଏ — କାହାକୁ କେବେ କଷ୍ଟ ଦିଅନ୍ତୁ ନାହିଁ କି କାହାକୁ କେବେ ଅପମାନିତ କରନ୍ତୁ ନାହିଁ ।

➡️ଜୀବନରେ ଦୁଃଖ କଷ୍ଟ ଆସିବା Part of Life ଅଟେ… ଆଉ ସେଥିରୁ ହସିକି ବାହାରି ଆସିବା Art of Life ଅଟେ…

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

 

ଆଜିର ଅନୁଚିନ୍ତା: ଜୀବନରେ ସଫଳ ହେବାର ମନ୍ତ୍ର !

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.