🌹☘️🙏🏻” ଗୀତା ଉପଦେଶ “🙏🏻☘️🌹ପ୍ରଶାନ୍ତ ଚିତ୍ତ

Quotes on Proud
Reading Time: < 1 minute

➡️”ପ୍ରଶାନ୍ତ ଚିତ୍ତ ,ରଜୋଗୁଣ ସ୍ଭଭାବକୁ ଶାନ୍ତ କରି, ନିଷ୍ପାପ ହୋଇ, ବ୍ରହ୍ମତ୍ୱ ପ୍ରାପ୍ତ ହୋଇଥିବା ଯୋଗୀମାନେ ପରମ ବା ଶାଶ୍ୱତ୍ତ ସୁଖଲାଭ କରନ୍ତି ।”

➡️”ଯେଉଁ ଯେଉଁ ବିଷୟରେ ମନ ଚଞ୍ଚଳ ଓ ଅସ୍ଥିର ହୋଇ ଧାବିତ ହୁଏ ସେହି ସେହି ବିଷୟରୁ ମନକୁ ସଂଯତ କରି ଆତ୍ମାର ବଶୀଭୂତ କରାଇବା ଆବଶ୍ୟକ ।”

➡️”ଧୈର୍ଯ୍ୟଯୁକ୍ତ ବୁଦ୍ଧି ସହକାରେ ମନ କୁ ସମ୍ୟକରୂପେ ଆତ୍ମାରେ ନିବାସ କରାଇ କିଞ୍ଚିତେ ବି ଅନ୍ୟ ବିଷୟପ୍ରତି ଚିନ୍ତା ନ କରି ଧୀରେ ଧୀରେ ସଂସାରରୁ ଉପରତ ହୋଇଯାଅ ।”

➡️”ସମସ୍ତ ସଂକଳ୍ପ(କଳ୍ପନା ଜଳ୍ପନା) ଜାତ କାମନା ପରିତ୍ୟାଗ କରି ଏବଂ ମନ ସାହାଯ୍ୟରେ ସମସ୍ତ ଇନ୍ଦ୍ରିୟଙ୍କୁ ସକଳ ଦିଗରୁ ନିବୃତ୍ତ କରି।”

🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹

 

🎪🛕ଆଜିର ଅନୁଚିନ୍ତା🛕🎪ନିଜକୁ ପ୍ରଶଂସା କରୁଥିବା ବ୍ୟକ୍ତି…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.