
➡️”ପ୍ରଶାନ୍ତ ଚିତ୍ତ ,ରଜୋଗୁଣ ସ୍ଭଭାବକୁ ଶାନ୍ତ କରି, ନିଷ୍ପାପ ହୋଇ, ବ୍ରହ୍ମତ୍ୱ ପ୍ରାପ୍ତ ହୋଇଥିବା ଯୋଗୀମାନେ ପରମ ବା ଶାଶ୍ୱତ୍ତ ସୁଖଲାଭ କରନ୍ତି ।”
➡️”ଯେଉଁ ଯେଉଁ ବିଷୟରେ ମନ ଚଞ୍ଚଳ ଓ ଅସ୍ଥିର ହୋଇ ଧାବିତ ହୁଏ ସେହି ସେହି ବିଷୟରୁ ମନକୁ ସଂଯତ କରି ଆତ୍ମାର ବଶୀଭୂତ କରାଇବା ଆବଶ୍ୟକ ।”
➡️”ଧୈର୍ଯ୍ୟଯୁକ୍ତ ବୁଦ୍ଧି ସହକାରେ ମନ କୁ ସମ୍ୟକରୂପେ ଆତ୍ମାରେ ନିବାସ କରାଇ କିଞ୍ଚିତେ ବି ଅନ୍ୟ ବିଷୟପ୍ରତି ଚିନ୍ତା ନ କରି ଧୀରେ ଧୀରେ ସଂସାରରୁ ଉପରତ ହୋଇଯାଅ ।”
➡️”ସମସ୍ତ ସଂକଳ୍ପ(କଳ୍ପନା ଜଳ୍ପନା) ଜାତ କାମନା ପରିତ୍ୟାଗ କରି ଏବଂ ମନ ସାହାଯ୍ୟରେ ସମସ୍ତ ଇନ୍ଦ୍ରିୟଙ୍କୁ ସକଳ ଦିଗରୁ ନିବୃତ୍ତ କରି।”
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹