beautiful thoughts on Love and Affection

🎪🛕ଆଜିର ଅନୁଚିନ୍ତା🛕🎪ସ୍ନେହ ଏବଂ ପ୍ରେମ

Sneha and Prema
Reading Time: < 1 minute

➡️ସ୍ନେହ ଏବଂ ପ୍ରେମ ବାଣ୍ଟି ଚାଲନ୍ତୁ, କାହାଠାରୁ କିଛି ମଧ୍ୟ ଆଶା ରଖନ୍ତୁ ନାହିଁ, ଦେଖିବେ ବହୁତ ଖୁସିରେ ରହିବେ ।
➡️ଜୀବନର ପ୍ରକୃତ ଅର୍ଥ ସେଦିନ ବୁଝିବ , ଯେଉଁଦିନ ଜଣେ ଅତି ଭଲପାଉଥିବା ଲୋକଙ୍କୁ ହରାଇବ ।

➡️ଜୀବନ ପାଇଁ ନିଶ୍ବାସ ଆଉ ସମ୍ପର୍କ ପାଇଁ ବିଶ୍ବାସ ନିହାତି ଜରୁରୀ ।

➡️ପ୍ରକୃତ ପ୍ରେମ ନିଃଶ୍ବାସ ଥିବା ଯାଏ ସରେ ନାହିଁ ।

➡️ଜୀବନର ଚଲା ପଥରେ କୌଣସି କାମ ଅସମ୍ଭବ ନୁହେଁ, ବାସ୍ ଟିକିଏ ଦୃଢ ହୋଇ ଆଗକୁ ମାଡିଚାଲନ୍ତୁ ।

➡️ପ୍ରତ୍ୟେକ ଯନ୍ତ୍ରଣା ଆମକୁ ଏକ Lesson ଦିଏ ଏବଂ ପ୍ରତ୍ୟେକ Lesson ଆମକୁ ବଦଳାଇ ଦିଏ ।

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 🔘ଜୟ ଜଗନ୍ନାଥ🔘🙏🏻

 

🙏🏻” ଆଜିର ଅନୁଚିନ୍ତା “🙏🏻ଭଲ କରିବାକୁ ଚେଷ୍ଟା କରନ୍ତୁ…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x