ଅମୃତ ବାଣୀ: ନିଜର ଖାଦ୍ୟକୁ ଔଷଧ ଭଳି ଖାଅ

Reading Time: < 1 minute Post Views: 88 ନିଜର ସନ୍ତାନଙ୍କୁ ଧନୀ ହେବା ପାଇଁ ଶିକ୍ଷିତ କରାଅ ନାହିଁ। ସେମାନଙ୍କୁ ସନ୍ତୁଷ୍ଟ ରହିବା ପାଇଁ ଶିକ୍ଷା ଦିଅ। ଫଳରେ, ସେମାନେ ବଡ଼ହେଲେ ପଦାର୍ଥର ମୂଲ୍ୟ ବୁଝିବେ, ଦର ନୁହେଁ। ➡️ ନିଜର ଖାଦ୍ୟକୁ ଔଷଧ ଭଳି ଖାଅ। ନଚେତ୍‌, ଔଷଧକୁ ଖାଦ୍ୟ ଭଳି ଖାଇବାକୁ ବାଧ୍ୟ ହେବ। ➡️ ଯିଏ, ତୁମକୁ ଶ୍ରଦ୍ଧା କରେ, ସେ କେବେ ହେଲେ ସଙ୍ଗ ଛାଡ଼ିବନାହିଁ। କାରଣ, ପରିତ୍ୟାଗର ଶହେ କାରଣ ତୁଳନାରେ ସଙ୍ଗ ଦେବାର … Continue reading ଅମୃତ ବାଣୀ: ନିଜର ଖାଦ୍ୟକୁ ଔଷଧ ଭଳି ଖାଅ