
➡️ ସଫଳତା ନାମକ ଗାଡି କଠିନ ପରିଶ୍ରମ ନାମକ ଚକଦ୍ବାରା ଚାଲିଥାଏ କିନ୍ତୁ ଯାତ୍ରା ସେତେବେଳେ ଅସମ୍ଭବ ଯେବେ ଗାଡିରେ ଆତ୍ମବିଶ୍ବାସ ନାମକ ଇନ୍ଧନ ନ ପଡିଛି ll
➡️ ଫୁଲର ବାସ୍ନା କେବେଳ ସୀମିତ ପରିସରକୁ ସୁଗନ୍ଧମୟ କରେ କିନ୍ତୁ ମଣିଷର ଭଲଗୁଣ ପ୍ରତ୍ୟକ ଦିଗକୁ ପ୍ରଭାବିତ କରେ ll
➡️ ଜୀବନରେ ସୁଯୋଗ ସମସ୍ତଙ୍କ ଭାଗ୍ୟରେ ଥରେ ଆସିଥାଏ ଆଉ ଯିଏ ଏହାର ସତ୍ ବ୍ୟବହାର କରିଥାଏ ତାକୁ ସୌଭାଗ୍ୟ କୁହାଯାଏ ଆଉ ଯିଏ ଅଣ ଦେଖା କରେ ତାକୁ ହତଭାଗ୍ୟ କୁହାଯାଏ ll
➡️ ସମ୍ପର୍କ ପକ୍ଷୀଟିଏ ପରି ହୋଇଥାଏ, ଯଦି ତାକୁ ବଳପୁର୍ବକ ଧରି ରଖିବ ସେ ମରିଯିବ, ଯଦି ତାକୁ ଅଣଦେଖା କରିବ ସେ ଉଡିଚାଲିଯିବ କିନ୍ତୁ ଯଦି ତାକୁ ଯଦି ଯତ୍ନର ସହିତ ରଖାଯିବ ସେ ଆପଣଙ୍କ ସହିତ ସାରା ଜୀବନ ଯାକ ରହିଥିବ ll
➡️ ପକୃତ ସମ୍ପର୍କ ଗୋଟିଏ ସୁନ୍ଦର ପୁସ୍ତକ ଭଳି ହୋଇଥାଏ। ଯେତେବି ପୂରୁଣା ହେଲେ ମଧ୍ୟ ତାହାର ଶବ୍ଦ ବଦଳି ନ ଥାଏ ll
☘️🌸🙏ଜୟ ଜଗନ୍ନାଥ🙏🌸☘️